STORYMIRROR

Reeta aparajeeta Mohanty

Abstract

3.0  

Reeta aparajeeta Mohanty

Abstract

ଅନାଵନା ସ୍ୱପ୍ନ

ଅନାଵନା ସ୍ୱପ୍ନ

1 min
387


ନିତି ଯେ ସ୍ୱପ୍ନ ରେ ଆସେ

ମୋ କ୍ଷେତ ପାଖରେ ଖାଇବା ଥାଳି ଧରି।

ସରମି ଲତା ପରି

ସେ ମୋ ଆସିବା ପଥକୁ ଅନେଇ ବସିଥାଏ।

ହେଲେ ଆଖି ଖୋଲିଲା ବେଳକୁ

ମୁଁ ମୋ ହେଁସ ଉପରେ

ଏକା କଡ଼ ଲେଉଟାଉ ଥାଏ।

ଜାଣେ କିଏ ବା କାହିଁକି ଆସିବ

ଏ ନିଆଣ୍ଟିଆ ଚଷl ଘରେ .....?

ତୁମେ ସ୍ୱପ୍ନ ତଥାପି ମତେ ବାସ୍ତବ ପରି ଲାଗ

ତୁମ ପ୍ରତି କଳ୍ପନା ରେ ମୁଁ ତରଳିଯାଏ

ପୁରାପୁରି ଗୋଟାପଣେ

ସବୁ ଜାଣିଶୁଣି ଅନାଵନା ସ୍ୱପ୍ନ ଦେଖେ---


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract