STORYMIRROR

Asish Behera

Children

3  

Asish Behera

Children

ବ୍ରହ୍ମଚାରିଣୀ

ବ୍ରହ୍ମଚାରିଣୀ

1 min
213

ଦ୍ଵିତୀୟେ ବ୍ରହ୍ମଚାରିଣୀ

କମଣ୍ଡଳୁ ଧାରୀ

ଗୋଟେ ହାତେ ଜପାମାଳି

ଶୁଣ ମାଆ ଗୁହାରି


ନବରାତ୍ର ଦ୍ଵିତୀୟେ ମାଆ

ପାଅ ତୁମେ ପୂଜା

ପ୍ରଣାମ କରୁଛି ମାଆଗୋ

ଉଡୁ ଶାନ୍ତି ଧ୍ୱଜା 

  ଉଡୁ ଶାନ୍ତି ଧ୍ୱଜା II



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children