ମାଆ ବାପା❤️
ମାଆ ବାପା❤️
1 min
301
ବାପା - ମାଆ ଯାହାଙ୍କ ବିନା ମୋ ଦୁନିଆ ଅନ୍ଧାର
ସେମାନେ ମୋ ଜୀବନର ଗୋଟେ ଅଂଶ ନୁହନ୍ତି, ସେମାନେ ମୋ ଦୁନିଆ ଅଟନ୍ତି......
ଯାହାଙ୍କ ଆଗରେ କିଛି କହିବା ଆଗରୁ କିଛି ଭାବିବାକୁ ପଡି ନଥାଏ ସେ ହିଁ ତୋ ବାପା - ମାଆ
ଯିଏ ବିନା ସ୍ବାର୍ଥରେ ଆମକୁ ସବୁ କିଛି ଦେଉଛନ୍ତି ସେ ହିଁ ତୋ ବାପା - ମାଆ
ପୁରା ଦୁନିଆରେ ସେ ଦୁଇଜଣ ହିଁ ତୋ ବିନା ମତଲବ୍ ରେ ଚାହିଁ ଥାଆନ୍ତି କି ମୋ ପୁଅ, ଝିଅ Life ରେ Success ହୁଅନ୍ତୁ।
ମାଆ - ବାପାଙ୍କୁ ଛାଡିଦେଲେ ଦୁନିଆରେ ସମସ୍ତେ କିଛି ନେଲା ପରେ ହିଁ କିଛି ଦେଇଥାନ୍ତି , ସେ ପ୍ରେମ ହେଉକି ଟଙ୍କା ।
କିନ୍ତୁ କେବଳ 2ଜଣ ହିଁ ମଣିଷ ଯିଏ କିଛି ନ ନେଇ ମଧ୍ୟ ସବୁ କିଛି ଦେଇ ଥାଆନ୍ତି।
ଭବାନୀ ଶଙ୍କର ମହାନ୍ତ
