STORYMIRROR

Bhabani SM

Romance

4  

Bhabani SM

Romance

ପ୍ରଥମ ଦେଖା ରୁ ପ୍ରେମ ❤️

ପ୍ରଥମ ଦେଖା ରୁ ପ୍ରେମ ❤️

1 min
247

🗣️: ଜାଣିନି ସେ ଝିଅର ନାମ କି ଜାଣିନି ସେ ଝିଅର ପରିଚୟ ଏମିତିକି ଆଗରୁ କେବେ ତାକୁ ଦେଖୁନି କି ତା କଥା ମଧ୍ୟ ଭାବିନି ।

କିନ୍ତୁ କୁହନ୍ତି ନା ଯୋଉ ଦିନ ଯାହା ସହ ଦେଖା ହବାର ଥିବ ନିଶ୍ଚୟ ଦେଖା ହେବ ...

ବୋଧେ ସେଇ କଥାଟି ସେଦିନ ସତ ହୋଇଗଲା ମୁଁ ଝରକା ଏପାଖେ ଆଉ ସେ ଝରକା ସେପାଖେ ଥିଲା ।।

ତାକୁ ଦେଖିଲା ପରେ ସତେ ଯେମିତି ମୁଁ ନୁହେଁ ମୋ ଦୁନିଆ ଅଟକି ଗଲା ।

ନା ତା ଆଖିରେ ଥୂଲା କିଛି ଛଳନା ନା ମନରେ ଥିଲା କିଛି କୋପୋଟ ସେ ମୋତେ ଏମିତି ଭାବରେ ଦେଖୁଥୁଲା ଯେମିତ ସେ ମୋତେ ବୋହୁତ ଆଗରୁ ଜାଣିଛି

ସତେ ଯେପରି ତା ଅଚିହ୍ନା ଆଖି କିଛି କହିଲା କହିଲା ପରି ଲାଗୁଥାଏ ଜାଣିନି ସେ କଣ କହୁଥିବ ମୋ ବିଷୟରେ କଣ ଭାବୁ ଥିବ କିନ୍ତୁ ସେ କିଛି ନ କହି ମଧ୍ଯ ତା ହସ ମୋତେ ସବୁ କିଛି କହିଦେଲା ।।

ତା ଚାହାଣି କୋଉ ସନ୍ଧ୍ୟାର ତାରା ଠୁ କମ୍ ନ ଥିଲା 

ସତେ ଯେମିତି ମୋ ଅନ୍ଧାର ଜୀବନରେ ଆଲୁଅ ଆଣିଦେଲା ।।

ଧନ୍ୟବାଦ 🙏

official bhabanisankar


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance