STORYMIRROR

Trushna Das

Abstract Fantasy Others

2  

Trushna Das

Abstract Fantasy Others

ସ୍ମୃତି

ସ୍ମୃତି

1 min
56

ସଞ ଆସିଲାଣିରେ 

ବସିଛିି ମୁଁ ଜହ୍ନ ଆଲୁଅରେ

କେତେ ସପନ, ସ୍ମୃତି ମନରେ

ବେଳ ବେଳେ ଉକିଂ ମାରେ ହସ ଲୋହରୀରେ

ପୁଣି ସେସବୁ କେତେବେଳେ ବହିଯାଏ ଲୁହରେ

କିଛି ସୁଖ ଦୁଃଖର ସ୍ମୃତିକୁ କହିି ହୁଏ ନାହିଁ କି ସହି ନାହିଁରେ

ରହିଯାଏ ସେ ସବୁ ହୃଦୟର ଗ୍ରନ୍ଥ ଭିତରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract