Audio

Forum

Read

Contests

Language


Write

Sign in
Wohoo!,
Dear user,
ସାଇତା ପାଖୁଡା
ସାଇତା ପାଖୁଡା
★★★★★

© Hrushikesh Satpathy

Inspirational

1 Minutes   6.5K    0


Content Ranking

ସକାଳୁ ସକାଳୁ ଫୁଲ ବଗିଚାରେ

     କଳ୍ପିଛି ତୁମକୁ ଦେଖିବି ।

ତୁମରି ଦେହରୁ ଗୋଟିଏ ପାଖୁଡା

     ସରାଗେ ସାଇତି ରଖିବି ।

ସେଇ ପାଖୁଡ଼ାର ପରାଗରେଣୁ ରେ

     ଲକ୍ଷେ ଫୁଲ ଖିଲି ହସିବ ।

ପୁଣ୍ୟ ଚହଟରେ ସଂସାର ବାସିବ

     ଲୋଡ଼ା ନାହିଁ ଆନ ସୌରଭ ।

ଫୁଲ ପାଖୁଡା ପରାଗରେଣୁ

Rate the content


Originality
Flow
Language
Cover design

Comments

Post


Some text some message..