ସାଇତା ପାଖୁଡା
ସାଇତା ପାଖୁଡା
ସକାଳୁ ସକାଳୁ ଫୁଲ ବଗିଚାରେ
କଳ୍ପିଛି ତୁମକୁ ଦେଖିବି ।
ତୁମରି ଦେହରୁ ଗୋଟିଏ ପାଖୁଡା
ସରାଗେ ସାଇତି ରଖିବି ।
ସେଇ ପାଖୁଡ଼ାର ପରାଗରେଣୁ ରେ
ଲକ୍ଷେ ଫୁଲ ଖିଲି ହସିବ ।
ପୁଣ୍ୟ ଚହଟରେ ସଂସାର ବାସିବ
ଲୋଡ଼ା ନାହିଁ ଆନ ସୌରଭ ।
ସକାଳୁ ସକାଳୁ ଫୁଲ ବଗିଚାରେ
କଳ୍ପିଛି ତୁମକୁ ଦେଖିବି ।
ତୁମରି ଦେହରୁ ଗୋଟିଏ ପାଖୁଡା
ସରାଗେ ସାଇତି ରଖିବି ।
ସେଇ ପାଖୁଡ଼ାର ପରାଗରେଣୁ ରେ
ଲକ୍ଷେ ଫୁଲ ଖିଲି ହସିବ ।
ପୁଣ୍ୟ ଚହଟରେ ସଂସାର ବାସିବ
ଲୋଡ଼ା ନାହିଁ ଆନ ସୌରଭ ।