ତୁମେ
ତୁମେ
ସୂରୁଜ କିରଣ, ଦିନର କାରଣ
ସକାଳୁ ଫୁଟଇ ଫୁଲ
କରିନି ବାରଣ, ଆଙ୍କିଛି ତୋରଣ
ଆସିଲେ ମିଳିବ ମୂଲ ।
ତୁମେ କି ବୁଝୁଛ, ନବୁଝି ଲୁଚିଛ
ମୋତେ ନିଅଣ୍ଟିଆ ରାତି
ସପନେ ଆସୁଛ, ଓଢଣା ଟାଣିଛ
ମିଛେ ବଢଉଛ ପ୍ରୀତି ।
ସୂରୁଜ କିରଣ, ଦିନର କାରଣ
ସକାଳୁ ଫୁଟଇ ଫୁଲ
କରିନି ବାରଣ, ଆଙ୍କିଛି ତୋରଣ
ଆସିଲେ ମିଳିବ ମୂଲ ।
ତୁମେ କି ବୁଝୁଛ, ନବୁଝି ଲୁଚିଛ
ମୋତେ ନିଅଣ୍ଟିଆ ରାତି
ସପନେ ଆସୁଛ, ଓଢଣା ଟାଣିଛ
ମିଛେ ବଢଉଛ ପ୍ରୀତି ।