STORYMIRROR

Avaya Kumar Prusty

Romance

2  

Avaya Kumar Prusty

Romance

ତୋର ମୋର ପ୍ରେମ କାହାଣୀ

ତୋର ମୋର ପ୍ରେମ କାହାଣୀ

1 min
756

ପୁଅ - WhatsApp ରେ ମେସେଜ ରେ ଲେଖିଲା ଗେଲ୍ହୁ ତୁମକୁ ମୁଁ କିଛି କହିବା ପାଇଁ ଭାବୁଥିଲି..

ଝିଅ - ହଁ ପୁଚୁ କୁହ, କଣ କହିବ..

ପୁଅ - ନାଇଁ ଥାଉ, କହିଲେ ତମେ ଖରାପ ଭାବିବନି ତ?

ଝିଅ - ଆରେ ନାଇଁ ଖରାପ କଣ ପାଇଁ ଭାବିବି, କୁହ କଣ କହିବ..

ପୁଅ - Actually ମୁଁ ତୁମକୁ ଗୋଟେ କଥା କହିବି ବୋଲି ଭାବୁଥିଲି ବହୁତ୍ ଦିନ ହେବ..

ସେ କଥା ହେଲା କି ମୁଁ ତୁମକୁ ବହୁତ୍ ଭଲ ପାଏ, ଆଉ ହଁ ତୁମକୁ ବାହା ହେବା ପାଇଁ ଚାହେଁ..

ପ୍ରଥମ ଦେଖା ରୁ ହିଁ ମୁଁ ତୁମକୁ ଭଲ ପାଇ ବସିଥିଲି..

ହେଲେ କହିବା ପାଇଁ ସାହସ ହେଉ ନଥିଲା..

ଝିଅ - ସେମିତି ଆଉ କିଛି ମେସେଜ୍ ର ଅପେକ୍ଷା ରେ ରହିଲା..

ପୁଅ - ଆରେ କହୁନ ଏମିତି ନୀରବ ହେଇ କଣ ଅଛ?

ସେଥିପାଇଁ ମୁଁ ତୁମକୁ କହୁ ନଥିଲି ଜାଣିଛି ତମେ ନିଶ୍ଚୟ ଖରାପ ଭାବୁଥିବ..

ଝିଅ - ନା ଲୋ ମୋ ପୁଚୁ ମୁଁ ଟିକେ ବି ରାଗି ନାହିଁ..

ମୁଁ ତ ତମ ମୁହଁ ରୁ ଏହି କଥା ପଦେ ଶୁଣିବା ପାଇଁ କେବେଠୁ ଅପେକ୍ଷା କରି ରହିଥିଲି..

ମୁଁ ବି ତମକୁ ବହୁତ୍ ଭଲ ପାଏ..

ହେଲେ କେବେ କହିନଥଲି...

ପୁଅ - ଗେଲ୍ହୁ ସତ କହୁଛ ନା?

ଝିଅ - ହଁ ଲୋ ମୋ ପୁଚୁ ସତ କହୁଛି..

ପୁଅ - Thanks A Lot Looo ମୋ ପାଗିଳୀ..

ଝିଅ - Welcome ମୋ ପୁଚୁ..


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance