Ranjita Das

Abstract

2  

Ranjita Das

Abstract

ସମ୍ପର୍କରେ ବନ୍ଧା

ସମ୍ପର୍କରେ ବନ୍ଧା

1 min
502


ସମ୍ପର୍କ ଅର୍ଥଟି ବଡ ଜଟିଳ, ସମ୍ପର୍କର ସୂତାଖିଅ ଥରେ ଛିଡି ଗଲେ ପୁଣି ଥରେ ତାକୁ ଯୋଡି଼ବା ବହୁତ କଷ୍ଟ |ସମ୍ପର୍କର ଅର୍ଥକୁ ବୁଝି ତାକୁ ନିଭେଇବା କିଛି ସହଜ କଥା ନୁହେଁ | ନହେଲେ ଏଇ ଦୁନିଆରେ ସମ୍ପର୍କ କଥା କଥାକେ ଓ ଆଖି ପିଛୁଳାକେ ଭାଙ୍ଗି ଯାଆନ୍ତାନି | ସ୍ୱାମୀ ସ୍ତ୍ରୀ ମଧ୍ୟରେ ସମ୍ପର୍କ …ପୁଣି ଭାଇ ଭାଇ ମଧ୍ୟରେ ସମ୍ପର୍କ ଏବଂ ପ୍ରେମିକ ଓ ପ୍ରେମିକା ମଧ୍ୟରେ ସମ୍ପର୍କ | 'ସମ୍ପର୍କ' -- ଯାହାକୁ ଇଂରାଜୀ ରେ 'Relationship' କୁହାଯାଏ…ସତରେ ସମ୍ପର୍କ ଅତି ଜଟିଳ |


Rate this content
Log in

Similar oriya story from Abstract