STORYMIRROR

Ranjita Das

Tragedy Others

3  

Ranjita Das

Tragedy Others

ଶିଶୁ କନ୍ୟା

ଶିଶୁ କନ୍ୟା

1 min
446


ଆଜି ଗୋଟିଏ ମା', ଲୁହ ଭିଜା ଆଖି ଆଉ ଭଙ୍ଗା ହୃଦୟକୁ ନେଇ ପଚାରେ "ଦୁଇ ବରଷର ଝିଅଟି ମୋର ତାକୁ ବା' ଶାଢ଼ୀ କେମିତି ପିନ୍ଧେଇଥାନ୍ତି"| 


ନିଜେ ନିଜ ହାତରେ ଖାଇବା ଶିଖିନଥିଲା, ଶାଢ଼ୀ ବା' ସେ କେମିତି ପିନ୍ଧିଥାନ୍ତା ?

ଯଦି ଶାଢ଼ୀ ପିନ୍ଧିଥିଲେ ମୋ ଝିଅ ଆଜି ମୋ ପାଖରେ ଥାଆନ୍ତା, ତେବେ ମତେ ସେ କଥା ଆଗରୁ ଜଣେଇଲନି କାଇଁ?

ଯଦି ଶାଢ଼ୀ ପିନ୍ଧିଥିଲେ ସେ ଦାନବଙ୍କ ଲୋଲୁପ ଦୃଷ୍ଟି ମୋ ଝିଅ ଉପରେ ପଡିନଥାନ୍ତା, ତେବେ ମତେ ସେ କଥା ଆଗରୁ ଜଣେଇଲନି କାଇଁ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy