ସେଇ ଅଚିହ୍ନା ମଣିଷ
ସେଇ ଅଚିହ୍ନା ମଣିଷ

1 min

390
ଆସି ମନର ପ୍ରାସାଦ ଭିତରକୁ ଧୀରେ ଧୀରେ ପ୍ରବେଶ କରିଲା, ଆଉ ସେହି ପ୍ରାସାଦ ଭିତରେ ସବୁ ଦିନ ପାଇଁ ରହିଗଲା । କିଛି ଦିନ ପରେ ଅଜଣା, ଅଶୁଣା ଚେହେରାଟା ଅତି ନିଜର ନିଜର ଲାଗିଲା । ଅପରିଚିତ, ଅଜଣା ମଣିଷଟା ଯେପରି ସବୁ ଖୁସିର କାରଣ ହୋଇଗଲା ।
ସେହି ଅଚିହ୍ନା ମଣିଷ ଯିଏ କିଛି ଦିନ ମଧ୍ୟରେ ଅତି ଆପଣାର ହୋଇଯାଇଥିଲା, ଆଜି ପୁଣି ସେଇ ଚେହେରାଟା ଅପରିଚିତ ଏବଂ ଅଚିହ୍ନା ହୋଇଯାଇଛି ।