Independence Day Book Fair - 75% flat discount all physical books and all E-books for free! Use coupon code "FREE75". Click here
Independence Day Book Fair - 75% flat discount all physical books and all E-books for free! Use coupon code "FREE75". Click here

Ranjita Das

Tragedy


2  

Ranjita Das

Tragedy


ମୋ ବାପା

ମୋ ବାପା

1 min 331 1 min 331


ବାପା ତମେ ଜଣେ ଶ୍ଵାସ ରୋଗୀ, କିନ୍ତୁ କେବେ ହେଲେ ତମେ କାମରେ ହେଳା କରିନାହଁ । ଆମ ପେଟ ଭରିବା ପାଇଁ ଏବଂ ଆମକୁ ଭଲ ମଣିଷ କରିବା ପାଇଁ ବହୁତ କଷ୍ଟ କରିଛ । ଆମ ଦୁଃଖସୁଖରେ ସାଥି ହେଇଚାଲିଛ, ନିଜ ଚିନ୍ତା ଠାରୁ ଆମ ଚିନ୍ତା ବେଶି କରିଛ,ଆମ ଛାଇ ହୋଇ ରହିଛ ।


ମୁଁ ଯେତେବେଳ ଛୋଟ ଥିଲି ତମେ ଏଇ ଶ୍ଵାସ ରୋଗ ପାଇଁ ବହୁତ କଷ୍ଟ ସହିଛ, ବୋଉ ଏକୁଟିଆ ତମକୁ ଡାକ୍ତରଖାନା ନେଇକି ଯାଏ । ଏବେ ସିନା ତମେ ସେଇ ଭଗବାନ ଭଳି ଡାକ୍ତର କହିବା ଅନୁସାରେ ଔଷଧ ନେଉଛ । କିନ୍ତୁ ସେଇ କଥା ଗୁଡିକ ମନେ ପଡିଲେ, ଲାଗେ ଜୀବନଟା କେତେ ବା ଆଉ ଦାଉ ସାଦିବ ।


   


Rate this content
Log in

More oriya story from Ranjita Das

Similar oriya story from Tragedy