The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Ranjita Das

Tragedy

2  

Ranjita Das

Tragedy

ମୋ ବାପା

ମୋ ବାପା

1 min
363



ବାପା ତମେ ଜଣେ ଶ୍ଵାସ ରୋଗୀ, କିନ୍ତୁ କେବେ ହେଲେ ତମେ କାମରେ ହେଳା କରିନାହଁ । ଆମ ପେଟ ଭରିବା ପାଇଁ ଏବଂ ଆମକୁ ଭଲ ମଣିଷ କରିବା ପାଇଁ ବହୁତ କଷ୍ଟ କରିଛ । ଆମ ଦୁଃଖସୁଖରେ ସାଥି ହେଇଚାଲିଛ, ନିଜ ଚିନ୍ତା ଠାରୁ ଆମ ଚିନ୍ତା ବେଶି କରିଛ,ଆମ ଛାଇ ହୋଇ ରହିଛ ।


ମୁଁ ଯେତେବେଳ ଛୋଟ ଥିଲି ତମେ ଏଇ ଶ୍ଵାସ ରୋଗ ପାଇଁ ବହୁତ କଷ୍ଟ ସହିଛ, ବୋଉ ଏକୁଟିଆ ତମକୁ ଡାକ୍ତରଖାନା ନେଇକି ଯାଏ । ଏବେ ସିନା ତମେ ସେଇ ଭଗବାନ ଭଳି ଡାକ୍ତର କହିବା ଅନୁସାରେ ଔଷଧ ନେଉଛ । କିନ୍ତୁ ସେଇ କଥା ଗୁଡିକ ମନେ ପଡିଲେ, ଲାଗେ ଜୀବନଟା କେତେ ବା ଆଉ ଦାଉ ସାଦିବ ।


   


Rate this content
Log in

More oriya story from Ranjita Das

Similar oriya story from Tragedy