STORYMIRROR

pratap nayak

Romance

1  

pratap nayak

Romance

ପ୍ରେମ

ପ୍ରେମ

1 min
335


    ତୋ ପରିଭାଷାର ଏତେ ଦୃଢ ବନ୍ଧନୀ ସଜେଇଲୁ ମୋ ଚାରିପାଖେ, ଫଗୁଣରୁ ଅବିର ଚୋରେଇ,ଚଇତ୍ରରୁ ଚଇତାଳି, ବସନ୍ତରେ ହେଲୁ ବାସନ୍ତିମା ମୋ ପାଇଁ ।ହେଲେ ମୁଁ ....ହେଲେ ମୁଁ ....ତୋ ପାଇଁ ନା ମାଘରେ ଶିତୁଆ କମ୍ବଳ ହେଲି ନା ସରତରୁ ଚାନ୍ଦତୋଳି ଜୋଛନାରେ ତତେ,ଭିଜେଇଲି!ନିଶ୍ଚୟ ....ମୁଁ ଗୋଟାଏ ବୋକାଟା ନୁହେଁକି??


   ଏମିତି କଟି ଯାଇଥିବା ସମ୍ପର୍କ ବିତି ଯାଇଥିବା ସମୟ ଲିଭି ଆସିଥିବା ମାନସିକତା ମତେ ତ ବଂଚିବାର ଖୋରକ ଯୋଗାଏ।ଯେମିତି ଋୁତୁମତି ରଂଗଣୀ ଫୁଲ ସେବେ ଝଡୁଥିଲା ଏବେବି ଝଡୁଛି କିନ୍ତୁ ତୁମେ ସେବେ ବୁଝିଥିଲ ମୁଁ ଏବେ ବୁଝୁଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance