STORYMIRROR

pratap nayak

Abstract

2  

pratap nayak

Abstract

ଅନୁପ୍ରେରିତ ହୋଇ ପ୍ରେରଣା ସାଜିବା:

ଅନୁପ୍ରେରିତ ହୋଇ ପ୍ରେରଣା ସାଜିବା:

1 min
656

    କଷ୍ଟ ଲବ୍ଧ ଅର୍ଥ ବେପରବାୟ ଭାବରେ ଖର୍ଚ୍ଚ କରିବାକୁ ସତ ବଳେନା। ସବୁୁ ବେଳେ ମିଛକୁ ନାଁ ସତକୁ ହଁ । ତୁମର ଅନୁପ୍ରେରଣାର ବୀଜମନ୍ତ୍ର ମିଳିଲା ଦିନୁ ମତେ ମୁଁ ଏବେ କାହାର ପ୍ରେରଣାର ଉତ୍ସ। ଯେମିତି ମୋ ପରି ଚରିତ୍ରବାନ କରେଇବାକୁ ସବୁ ବାପ ମା ଆଗ୍ରହୀ ଏପରିକି ମୋ ଶିକ୍ଷକମାନେ ବି ସତରେ ମୁଁ କଣ ଅବିଚଳିତ ସତଶିଦ୍ଧ ଋଷିଟିଏ,ବେଳେବେଳେ ସନ୍ଧିହାନ ହୁଏ। ଉତ୍ତର ପାଏନା କାହାକୁ ମନା ବି କରେନା। ଏବେ କିଏ କ'ଣ ମୋ କଥା ଶୁଣିବେ? ମୋ କଥା ମାନିବେ ? ମୁଁ ଏବେ ପରା ପ୍ରେରଣା , ଏବେ ପରା ପ୍ରେରଣା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract