STORYMIRROR

pratap nayak

Others

2  

pratap nayak

Others

ମିତ୍ର

ମିତ୍ର

1 min
235

ଏମିତି ଦିନଟେ ମୋ ପାଇଁ ଛାଡି ଦେଲୁନି ଯେଉଁ କାନଭାସରେ ତୋ ଛାପନାହିଁ । ନିରୋଳା ମୂହୁର୍ତ୍ତର ଚିତ୍ରକର ତୁ ଆଙ୍କୁ ମତେ ନାନାଜାତି ରଂଗେ, କରେଇ ମିଶାଣଫେଡାଣ ।ଉହାଡରେ ରଖୁ ମୁଁ ନିଜକୁ ନସମ୍ଭାଳିବା ଯାକେଧେତ୍ ତୋ ପିରିଧି ମୋ,ସୀମାରେ କାହିଁକି ପଶେ ଯେ ?

ମୋର ସମସ୍ତ ଅର୍ଦଳି ଏପରିକି ଅଫୁଟା କଢ ଛିଣ୍ଡେଇବା ସଜ ଫୁଲକୁ ଦଳିବା କଷି ଫଳକୁ ନଷ୍ଟ କରିବା ଯେତେକ ଅବଗୁଣ କିଛି ଫରକ ରଖେନା ତା ମୋ ସମ୍ପର୍କରେ ସିଏ ଧରିନେଇଛି ଲିଭେଇବ ଅତୁଟ ବନ୍ଧୁତ୍ୱ ଆସୁ ଯେତେ ବାଧା ବିଘ୍ନ ତା ମୋ ଭିତରେ।ବିଶ୍ୱାସର ବନ୍ଧୁତା ନିଶ୍ୱାସ ଥିବା ଯାଏ ଚାଲୁ । ଗଢୁଥାଉ ବାଲିଘର ପୁଣି ତା ଉପରେ ନଅର ଆଉ ନଅର ମିତ୍ରତାର।


Rate this content
Log in