STORYMIRROR

pratap nayak

Abstract

2  

pratap nayak

Abstract

ଜୀବନର ମହତ୍ୱପୂର୍ଣ୍ଣ ନିର୍ଣ୍ଣୟ:-

ଜୀବନର ମହତ୍ୱପୂର୍ଣ୍ଣ ନିର୍ଣ୍ଣୟ:-

1 min
483

ଜୀବନର ମହତ୍ୱପୂର୍ଣ୍ଣ ନିର୍ଣ୍ଣୟ

  ଭୁଲିବାକୁ ଅନେକ ଚେଷ୍ଟା କଲି । ବଦଳେଇଲି ଘର ଚାକିରି ସହର ପରିବାର । ବୁଝେଇଲି ଆତ୍ମହତ୍ୟା ମହାପାପ। ସବୁ ପରେ ମୁଁ ଭଲରେ ଅଛି ,ଯେବେଠୁଁ ଯାଣିଛି ତୁମେ ବି ଭଲରେ ଅଛ ।

ନିର୍ଣ୍ଣୟ ତ ନିର୍ଣ୍ଣୟ । ପଂକେ ପାଣିରେ ତୋଳୁଛି କଇଁ ଡାକୁଛି ଦା ବେଣ୍ଟିଆ ଚାନ୍ଦକୁ। ବାଦଲ ଉହାଡେ ସଅଳେ ଲୁଚିଲେ ସିଏ ,ଚୁମା ନେଉଛି ଆଉ କା ମୁହଁ । କାରଣ ତୁମେ ପରା ଭଲରେ ଅଛ ସେମିତି ମୁଁ ବି।

   ଗଳ୍ପ ସିଏ,ଅଳ୍ପ ଦିନର ପାଣିଚିଆ ଅଲଣା ପୁଣି ଅସୁଆଦିଆ ତଥାପି ତାର ସିହରଣ ତାର ମାଦକତା ବେଳେବେଳେ ମାଦକତା ତୋଳେ ମନରେ ମୂନରେ ଚଇତନରେ। ଅଳ୍ପକେ ଆସି ମଥାନରେ ଅଟକି ଯାଏ ଖାଇଲା ବେଳେ ତଣ୍ଟିରେ ଲାଗିଲେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract