STORYMIRROR

pratap nayak

Abstract

2  

pratap nayak

Abstract

ପରିବାର:-

ପରିବାର:-

1 min
350

ପରିବାର:-

   ଏମିତି ମଞ୍ଚ,ସତରେ ଲିଭେଇବାକୁ ପଡେ ନିଜନିଜର ସ୍ମୃତିର ମୂହୁର୍ତ୍ତ,ହେଉ ହସକାନ୍ଦ କି ଦୁଃଖ ବା ଖୁସିର । ସମସ୍ତେ ପାରଙ୍ଗମ ଯେଝା ଅଭିନୟେ କିନ୍ତୁ ମୋତେ ସମସ୍ତେ କହନ୍ତି ଛାଡ ହୋମ ସିକ୍ ଟା


ସେହି ହୋମ ସିକର ଟୋପି ପିନ୍ଧି ବଂଚିଛି ମୁଁ,ପୁଣି ମୋ ବଢାବାପା,ମୋ ଜୀବନ ମୋ ବୋଉ ସେବା କରୁଛି ତାଙ୍କ ବୋହୁ ମାନେ ମୋ ସ୍ତ୍ରୀ ପୁଣି କଲେଜ ପଢୁଆ ନିରିମାଖି ଝିଅ ଆଉ ତାସାଂଗକୁ ନଟଖଟି ପୁଅ


ଥାଉ ଟାହିଆ ହୋମସିକ୍ ମୁଁ ବହୁତ ଖୁସି ମୋ ପୃଥିବୀରେ ମୋ ପରିବାରରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract