STORYMIRROR

pratap nayak

Others

1  

pratap nayak

Others

ଜେଜେଙ୍କ ଅଙ୍କାବଙ୍କା କଥା

ଜେଜେଙ୍କ ଅଙ୍କାବଙ୍କା କଥା

1 min
478


ପାଚିଲା ଚୁଟି, ଗାମୁଛା ନାଲି ମଚମଚ ଗଳିପଡୁଥିବା ପାନଖିଆ ପାଟି ଆଉ ସରମ ଝାଳୁଆ ଗନ୍ଧକୁ ବାରିପାରିବାର ବୟସ ଉତ୍ତାରୁ ମୋ ଦେହରେ ଖୋଜେ ମୁଁ ନିଜେ ରାଜା ହରିଶ୍ଚନ୍ଦ୍ର, ଶ୍ରବଣକୁମାର, ସତ୍ୟନିଷ୍ଠ ରାମ ରାଜା .....।ଲାଜ ଲାଗେ ତୁମ ସମାଧି ପାଖରେ ଯେତେବେଳେ ମୁଁ ମୋ ନିଜଭିତରେ ଗର୍ବୀ ଦୁର୍ବାଶା, ମହାଭାରତ ଶକୁନି କି କଂସମାମୁଁ ଅବା ରାବଣକୁ ପାଏ।


ଫେରିଆସେ ତୁମ କୋଳକୁ ମୁଁ ପୁଣି ଗପ ଶୁଣି ନିଜକୁ ସଜେଇବାର ଢୋଙ୍ଗ ରଚନା କରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍