STORYMIRROR

ସୌମ୍ଯ ରଞ୍ଜନ ମହାପାତ୍ର

Romance Crime

2  

ସୌମ୍ଯ ରଞ୍ଜନ ମହାପାତ୍ର

Romance Crime

ପ୍ରେମ ପାଇଁ ପାପ

ପ୍ରେମ ପାଇଁ ପାପ

1 min
578

ଯମପୁରିରେ ଗୋଟାଏ ଲୋକକୁ ହାଜର କରାଗଲା। ଯମରାଜ ଚଢ଼ା ଗଳାରେ ପଚାରିଲେ, "ଆରେ! ତୁମରି ମୃତ୍ୟୁ କିପରି ଭାବରେ ହେଲା?"

ଲୋକଟି ନିର୍ଭୀକ ହୋଇ ଉତ୍ତର ଦେଲା, "ଆଜ୍ଞା! ମୁଁ ମୋ ପ୍ରେମିକାର ସ୍ୱାମୀକୁ ଗାଡ଼ି ଚଢ଼ାଇ ମାରି ଦେବାକୁ ଚେଷ୍ଟା କରୁଥିଲି, ହେଲେ କୁଆଡ଼େ ଥିଲା କେଜାଣି ମୋ ପ୍ରେମିକାଟା ଗାଡ଼ି ଆଗକୁ ପଳେଇ ଆସିଲା, ମୁଁ ତାକୁ ବଞ୍ଚେଇବା ପାଇଁ ନିଜେ ଶହୀଦ ହେଇଗଲି ଆଉ ନିଜର ପ୍ରେମ ପାଇଁ ନିଜକୁ ବଳି ଦେଇ ପାପ କରିବସିଲି ।"


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance