STORYMIRROR

ସୌମ୍ଯ ରଞ୍ଜନ ମହାପାତ୍ର

Comedy Others

3  

ସୌମ୍ଯ ରଞ୍ଜନ ମହାପାତ୍ର

Comedy Others

ବଡ଼ ଭୟଙ୍କର ସେଇ ବ୍ୟାଧି

ବଡ଼ ଭୟଙ୍କର ସେଇ ବ୍ୟାଧି

1 min
257

       କୁଆପଥର ଭଳିଆ ମାଡ଼ଗୁଡ଼ା ଛେଚି ହେଇ ପଡ଼ୁଥିଲା ବିକାଶ ବାବୁଙ୍କ ଉପରେ । ମାଡ଼ ଖାଇ ଖାଇ ଧଳା ସାର୍ଟଟି ହେଇଯାଇଥିଲା ମାଟିଆ ରଙ୍ଗର ଆଉ ମୁହଁ ବନି ଯାଇଥିଲା ଆଫ୍ରିକା ମାନଚିତ୍ର। ଅଣ୍ଟା ସଳଖିବା ପାଇଁ ଦେହରେ ଜୁ' ନଥିଲା, ବହୁତ କଷ୍ଟରେ ଉଠିଲା ବେଳକୁ ଦେଖିଲେ ମକା ମଞ୍ଜି ନାଖେ ଦେଖାଯାଉଥିବା ତାଙ୍କରି ଦାନ୍ତ ଗୁଡ଼ିକ କୁଆଡ଼େ ଛତ୍ରଭଙ୍ଗ ଦେଇଛନ୍ତି।


      ସଭିଏଁ କୁହାକୁହି ହେଉଥିଲେ ଯେତେ ଯାହା ହେଲେ କ'ଣ ହେବ, ବିକାଶ ବାବୁଙ୍କର ସେଇ ବଡ଼ ଭୟଙ୍କର ବ୍ୟାଧି କେବେ କମିଲାଣି ଯେ କମିବ ଯୋଉଠି ଦେଖିବେ ସୁନ୍ଦରୀ ଝିଅ ସେଇଠି ସାଙ୍ଗେ ସାଙ୍ଗେ ନାଳେଇବେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Comedy