STORYMIRROR

Jayashree Behera

Romance

2  

Jayashree Behera

Romance

ନୂଆ ନୂଆ ପ୍ରେମ

ନୂଆ ନୂଆ ପ୍ରେମ

1 min
106


କବିତା ତର ତର ହୋଇ ବାହାରି ପଡ଼ିଲା । କଲେଜ ରେ ଆଜି ତାର ଜମାବି କ୍ଲାସ ନାହିଁ । କେବଳ ପ୍ରସାନ୍ତ କୁୁ ଦେଖା କରିବା ପାଇଁ ତର ତର ହେଇ ପଳେଇ ଆସୁ ଆସୁ ବୋଉର ଚଷମା ଆଣିବାକୁ ଭୁଲି ଗଲି । 


ବିନା ଚଷମା ରେ ବୋଉ କିଛି ବି କରିିିିିିିିପାରିବନି । ବୋଉ ଠାରୁ ଗାଳି ଶୁଣିିିବାକୁ ପଡ଼ିବ ଆଜି।

 

ଏ ପ୍ରସାନ୍ତ ବି ନା କେବେ ସମୟରେ ଆସି ପହଁଚିବେ ନାହିଁ। ଅପେକ୍ଷା କରିବାକୁ ମୋତେ ବହୁତ ବିରକ୍ତ ଲାଗେ ।

ପ୍ରସାନ୍ତ ସବୁ ଜାଣିକିବି ଡେରି କରୁଛନ୍ତି।ଏ ପାର୍କରେ କେତେ ଝିିଅ ପୁୁଅ ନିିିିରୋଳାରେ  ପାଖାପାଖି ହୋଇ ବସିଛନ୍ତି। ଖୁସି ଗପରେ  ମାତିଛନ୍ତି ।ଆଉ ଏଠି ବାବୁଙ୍କର ଦେଖାନାହିଁ।   କିଏ ମୋ ଆଖି ବୁଜିିିଲା କିଏ। କଣ ମୋ ହାତର ସ୍ପର୍ଶ   

କୁ ଯାଣିପାରିଲ ନାହିଁ । ମୋତେ କୁହ ଆଗେ ଡେରି କରିଲ କ'ଣ ପାଇଁ। ଆରେ ଆଜି ଉଠିବା ଟିକେ ଲେଟ ହୋଇଗଲା

ସେଥିପାଇଁ । ଆରେ ଲାଜ କରୁଛ ନା କ'ଣ ।


ଆଉ ଟିକେ ପାଖକୁ ଆସି ବସ । କାହିଁକି।ସେ ପୁଅ ଝିିଅ

କେମିତି ପାଖାପାଖି ବସିଛନ୍ତି ଦେଖ।  ନା କାହିଁକି ଡାକିଛ କୁୁହ । ମୋତେ ଏସବୁ ଭଲ ଲାଗେନା। ତାହାଲେ ଆସୁଥିଲ କାହିଁକି। ମୁଁ ଜାଣି ନ ଥିଲି ତୁୁୁମର ଏମିତି ବାଜେ ଚିନ୍ତା ।      ମୁଁ ଯାଉଛି ବାଏ ।ଆରେ ଗୋଟେ କିସ୍ ତ ଦେଇଯାଅ।   ଛି ଏତେ ଅଭଦ୍ର ତମେ ।

ନୂଆ ନୂଆ ପ୍ରେମ ଯେତିକି ମିଠା ସେତିକି ଖଟା ।   


Rate this content
Log in

Similar oriya story from Romance