Jayashree Behera

Tragedy

3  

Jayashree Behera

Tragedy

ସମ୍ପର୍କ

ସମ୍ପର୍କ

2 mins
213


ମୁନା ଖେଳିଖେଳି ପଶିଗଲା ଘର ଭିତରକୁ। ହାତ ଗୋଡ ଧୋଇ ବାକୁ ଯେତେ କହିଲେ ବି ଶୁଭୁଚି ପିଲାଟା। ତେଣେ ମୁନା ବାପା ଯାଇଛନ୍ତି ଯେ ଯାଇଛନ୍ତି ସକାଳୁ।ବେଳବୁଡ଼ ହେଲାଣି। ପିଲାଟାକୁ ଯେତେ ଡାକିଲେ କ'ଣ ଖାଉଛି।କ'ଣ ନା ବାପା ଆସନ୍ତୁ ,ଆମେ ସାଙ୍ଗ ହୋଇ ଖାଇବା। ମନା କରୁଛି ହାଟ ବଜାର କିଛି କରିବା ଦରକାର ନାହିଁ।ଘର ପାଖ ଦୋକାନରୁ ଆଳୁ ପିଆଜ ରସୁଣ ଅଦା ନେଇ ଆସ। ପରିବା ଦରକାର ନାହିଁ। ସେ ତେଜେ ରାତି ଦୋକାନରୁ ମଟର

କାବୁଲୁବୁଟ,ବଢ଼ି,ସୋୟାବିନ ବଢ଼ି , ମସୁର ,ହରଡ ଫୁଟ ଡାଲି ନେଇ ଆସ , ସେଇଆକୁ ଖାଇକି ଏ ତାଲାବନ୍ଦ ରେ ଘରେ ରହିବା । ସରକାର ତ ମନା କରୁଛନ୍ତି ,କିଏ ଶୁଭୁଚି,ମାନୁଚି। ଏ ପିଲାଟାକୁ ବି କହୁଛି ଘରେ ରହ ଖେଳିବାକୁ ଯାଆନା କ'ଣ ଶୁଣୁଚି। ଆରେ ଶୁୁଭୁଚି, ବାହାରକୁ ଟିକେ ଆସ। ମୁଣ୍ଡ କ'ଣ ହେଇଯାଉଛି ଟିକେ ପାଣିି ଆଣିଲ ।

କୁସୁମ ପାଣିି ଆଣୁ ଆଣୁ ଚେତାଶୂନ୍ୟ ହୋଇ ପଡିିିଯାଇ ଥିିଲେ କୁୁୁମର ବାବୁୁ ।  କୋରୋନାର ଆତଙ୍କ ।  


କୁସୁମ କ'ଣ କରିିବ, କୁଆଡେ ନେଇକି ଯିବୁ ଭାବିିିିପାରୁନ ଥାଏ । ସାନ ଭାଇ ରାଜୁ କୁ ଫୋନ କରି ସବୁୁ କହିଲା । ରାଜୁ 

ଆମ୍ବୁଲାନ୍ସକୁ ଫୋନ କରି ଆସି ଭଉଣୀ ପାଖରେପହଞ୍ଚି ପାଖ ମେଡିକାଲ କୁ ନେଇ ଯିିିବା ସମୟରେ କୁମର ବାବୁୁଙ୍କ ଜୀବନ ଚାଲିିିିଗଲା ।ଭଉଣୀ କୁ କଣ କହିବ ରାଜୁ ତଥାପି ମେଡିକାଲ କୁ ନେବାକୁ ଉଚିତ ମନେକରିଲା ରାଜୁ  କିନ୍ତୁ ମେଡିକାଲ ରେ କୋରୋନା ବୋଲି କହିିିବେ ,ଏମିିିତିିଚିନ୍ତା କରି ରାଜୁୁ ଗୋଟେ ଘରୋଇ ନର୍ସିଂହୋମ କୁ ନେଇ ଗଲା ,ସେଠି ମୃତ ବୋଲି ଘୋଷଣା କରିଲେ ଡକ୍ଟର ।  


ହସ ଖୁସିର ସଂସାର ଭାଙ୍ଗି ଗଲା ନିମିଷକ ଭିତରେ, ବାପ ଛେେଉଣ୍ଡ ପିିିିଲାର କିଏ ହେବ ସାହା । ମଥାର ସିନ୍ଦୂର ଉଜୁଡି ଗଲା   । ଛାତି ଫଟେଇକିି କାନ୍ଦିଲେ କିଏ   ଶୁୁଣିବ ।


ଜନ୍ମ ମରଣ ତ ଈଶ୍ଵର ଙ୍କ ହାତରେ।

ଭାଙ୍ଗି ଦେଇ ସଂସାର କ'ଣ ଲାଭ ଫାଇଲ ପ୍ରଭୁ ।

କାହିଁକି ଏମିତି କରିଲ ।ମୋ ଜୀବନ ଭଲା ନେଇ ଯାଇ ଥାଆନ୍ତା ପ୍ରଭୁ । କିଛି କଥା ରହିଗଲା ବାକି, କିଛି କଥା ରହିଗଲା ହୃଦୟେ, କିଛି

 ସ୍ମୃତି ରହିବ ବଞ୍ଚିଥିବା ଯାକେ !!



Rate this content
Log in

Similar oriya story from Tragedy