ନିଆଁର ଦର୍ପଣରେ ପ୍ରତିଦିବ ଏକ ମୃତ
ନିଆଁର ଦର୍ପଣରେ ପ୍ରତିଦିବ ଏକ ମୃତ
ମୋର କଲେଜ୍ ପଢା ବେଳର କଥା । ଆମେ କବିତା ପ୍ରେମୀ ବଂଧୁ କେଇଜଣ ମିଶି କଲେକ୍ଟର ପ୍ରତିଷ୍ଠା
ଦିବସରେ କଲେଜର ସମ୍ମିଳନୀ କକ୍ଷରେ ଏକ କବିତା ପାଠୋତ୍ସବ ଆୟୋଜନ କଲୁ । ଆମର ବିଶ୍ଵକ ସାର୍
କେଇଜଣ ଏଥିରେ ଆମକୁ ପ୍ରକୃତ ସାହାଯ୍ୟ କଲେ-ଯଦ୍ବାରା ଛାତ୍ର ଛାତ୍ରୀ, ଅଧ୍ୟାପକ, ଅଧାଯିକା, ମାନ୍ୟଗଣ୍ୟ
ଅତିସୁଂଦ ଓ କବିତା ପ୍ରେମୀ ଜନତାଂକ ଭିତରେ ଖଚାଖଚ ଭର୍ତି ସମ୍ମିଳନୀ କକ୍ଷରେ ଶ୍ରୋତାଂକ ଘନଘନ କରତାଳି
ମାଜରେ ସଭାଟି ସଫଳ ହେଲା ।
ସେଇ ସଭାରେ ମୁଁ ଗୋଟିଏ ପ୍ରେମ କବିତା ପଢିଥିଲି । ତା’ ପରଦିନ କଲେକ୍ରେ ମାତୃଭାଷା ଓଡିଆ
(ବାଧ୍ୟତାମୂଳକ) କ୍ଲାସ ପରେ କ୍ଲାସରୁମ୍ରୁ ବାହାରକୁ ବାହାରିଲା ବେଳେ ଜଣେ ଝିଅ (ମୋର ସହପାଠିନୀ) ପନ୍ଥ
ପଟୁ ମୋତ ଡାକିଲା- “ଟିକେ ଶୁଣିବେ କି” ? ପଛକୁ ଅନାଇ ଦେଖିଲି- ବଯସର ବାସବଚତ୍ବା ଅନିନ୍ଦ୍ୟ ରୂପସୀ
ଝିଅଟି ମୋତେ ଅପଲକ ନୟନରେ ଚାହିଁ ରହିଛି । ମୁଁ କହିଲି- “ବୁଢତୁ” । ସଂଭ୍ରମ ଓ ଇକା ମିଶ୍ରିତ ଭାବରେ
ମୁହଁ ତଳକୁ କରି ଝିଅଟି କହିଲା- ‘ଆପଣକ କବିତାଟି ଭାରି ଭଲ ଲାଗିଲା । କପି ଝବେ ଦେଇ ପାରିବେ କି ?
ମୁଁ ଉତ୍ତର ଦେଲି- ଦେବି ତ ନିଶ୍ଚୟ । ତେବେ ଆପଣକ ନାମଟା ଜାଣି ପାରେ କି” ? ସଲ୍ଲିକତାର ସହିତ ଜର
ମିଳିଲା- “ ସଜମୁମୀ” । ମୁଁ ଚୁପ୍ଚାପ୍ କବିତା କାଗଜଟି ତା’ ହାତକୁ ବଢାଇ ଦେଲି । ଝିଅଟି ତରବର ଭାବେ
ଲେଡିଜ୍ କମନ୍ ରୁମ୍କୁ ପଳାଇଲା
।
ଏ ଘଟଣାକୁ ମୁଁ ସେମିତି ବିଶେଷ ଗୁରୁତ୍ବ ଦେଲି ନାହିଁ । କିଂତୁ ତା’ ପରେ ବାଧ୍ୟତାମୂଳକ ଓଡିଆ ଓ
ଇଂରାଜୀ କ୍ଲାସ୍ରେ ମୋତେ ଦେଖିଲେ ଝିଅଟି ଫିକ୍ କିନା ହସି ଦିଏ । ଏହି କ୍ରମରେ କିଛି ଦିନ ଅତିବାହିତ
ହୋଇଗଲା ।
ମୁଁ କଲେଜ୍ରେ ଇଂରାଜୀ ଅନର୍ସର ଛାତ୍ର ଥିଲି । ସେ ବର୍ଷ ଷାଣ୍ଡାସିକ ପରୀକ୍ଷାରେ ବାଧ୍ୟତାମୂଳକ
ଇଂରାଜୀରେ ମୁଁ ସର୍ବୋଚ୍ଚ ୭୦ ମାର୍କ ରଖିଲି । ଆମ ଅନର୍ସ କ୍ଲାସ ଗୁଡିକ ଇଂରାଜୀ ବିଭାଗର ସଂଲଗ୍ନ ଏକ ଶ୍ରେଣୀ
ଗୃହରେ ହୁଏ । ଦିନେ ଅନର୍ସ କ୍ଲାସ ସରିବା ପରେ ବାହାରିବା ସମୟରେ ମୁଁ ଦେଖିଲି ସେ ଝିଅଟି ଦଳେ ଛାତ୍ରକ
ସହ ଆସି ଆମ ବିଭାଗର ଟିଚର୍ସ କମନ୍ ରୁମ୍ ଭିତରକୁ ଗଲା । ମୋର କୌତୁହଳ ବଢିବାରୁ ମୁଁ ହଷ୍ଟେଳ କୁ ତ
ଆସି ଆମ ଶ୍ରେନୀ କକ୍ଷ ସାମୂନାରେ ବହିଟିଏ ପଢିବାର ଅଭିନୟ କରି । ଦଶ ଫଦର ମିନିଟ୍ ଅତିକ୍ରତ ହେବା
ପରେ ସେ ଛାତ୍ରୀମାନେ ବାହାରିଲେ । ମଉସୁମୀ ମୋତେ ଦେଖି ଅଟକି ଗଲା ଓ ପଚାରିଲା- “ଆପଣ
ଇଂରାଜୀରେ ୭୦ ମାର୍କ ରଖିଲେ କେମତି ? ନାୟକ ସାର୍ ଆମକୁ ମାର୍କ ଲିଷ୍ଟ ଦେଖାଉଥୁଲରେ ସେଇ ରୁ
କାଶିଲି” ।
ମୁଁ କହିଲି- “ପ୍ରାଥମିକ ଶ୍ରେଣୀରୁ ଇଂରାଜୀ ମୋର ପ୍ରିୟ ବିଷୟ । ମୁଁ ମାଟ୍ରିକ ପରୀକ୍ଷାରେ ବି ଆମ
ବ୍ୟାଟ୍ରେ ଇଂରାଜିରେ ସର୍ବୋଚ୍ଚ ନମ୍ବର ରଖିଥିଲି । ତା’ ପରେ ଯୁକ୍ତ ଦୁଇ ପରୀକ୍ଷାରେ ବି ଆମ କଲେକ୍ଟରେ
ଇଂରାଜୀରେ ମୋର ସର୍ବାଧିକ ମାର୍କ ରହିଥିଲା । ସେଇଥ୍ ପାଇଁ ବିଜ୍ଞାନର ଛାତ୍ର ହୋଇଥିଲେ ବି ମୁଁ ଯୁକ୍ତ ତିନି
( ୩) ରେ ଇଂରାଜୀ ସମ୍ମାନରେ ନାମ ଲେଖାଇ ପଡ଼ୁଛି । ତେଣୁ ଏହା ହବା ତ ସ୍ଵାଭାବିକ ।ମଉସୁମୀ କହିଲା- “ମୁଁ ପିଲାଦିକୁ ଇଂରାଜୀରେ ଦୁର୍ବ । ଯୁକ୍ତ ଦୁଇ ବା ଘରେ ଏବେ ଇଚି ବିନ
ସମ୍ମାନ ନେଇ ପଢୁଛି” ।
ମୁଁ କହିଲି- “ ଇଂରାଜୀରେ କିଛି ସଂଦେହ ଥିଲେ ଏମିତି ଲିକର୍ ଡାଇରେ ଆପଣ ଏଠାକୁ ଆସି ମୋ
ପଚାରି ପାରିବେ” ? ପୁଣି ଅଳପ ହସି ଦେଇ ମସୁମୀ ବେବର ଭାବେ ସେଠାରୁ ପଳାଇଲା ।
ମୁଁ ଇଂରାଜୀ ସାହିତ୍ୟର ଛାତ୍ର ଥିଲେ ବି ଓଡିଆରେ ମୋର ଦେ ଦରଇ ରହିଥିଲା । ଦେଇପାଇଁ ଏ
ଶ୍ରେଣୀ ସମୟରୁ ମୁଁ ଓଡିଆରେ ଉପ, କବିତା ଲେଖି ବସିଲି । ଆମ ସ୍କୁଲର ଇକ୍ଷ୍ୟ ଓଡିଆ ଶିକ୍ଷକ ଓ ପ୍ରଧାନ
ଶିକ୍ଷକ ଏ ଦିଗରେ ମୋତେ ବେଶ୍ ପ୍ରେଲଣା ଦେଇଥିଲେ । ଷଷ୍ଠ ଶ୍ରେବା ସମୟରେ ଲିତ ମୋର ଗୋଟିଏ ପ
ତେବେଳର “ଶିଶୁଲେଖା” ପତ୍ରିକାରେ ପ୍ରକାଶତି ହୋଇଥିଲା । ଆମ ଓଡିଆ ସାର୍ ଶ୍ରେଣୀରେ ଦଳର ମନ୍ତ୍ର
ଦେଲା ବେଳେ କହଂତି- “ ବାବୁ ମାନେ ! ଛାତ୍ରସାଥୀ ପ୍ରଶଂଧମାଳରୁ ନ ଉଲ୍ଲାରି ନିଜ ମନରୁ ଯାହା ଜାଣିବ,
ସେତିକି ଲେଖି ଆଣିବ” । କ୍ଲାସ୍ର ଅନ୍ୟ ଛାତ୍ର ଛାତ୍ରୀ ତାଂକ କଥା ମାନକୁ ବା ନ ମାନକୁ, ମୁଁ ବାବାବେଳ
ମାନୁଥୁଲି । ମୋ ସ୍କଲିଖିତ ପ୍ରବଂଧଟି ସାର୍କୁ ଦେଖାଇଲେ ସେଥିରେ ସେ ଆବଶ୍ୟକୀୟ ସଂଶୋଧନ କରି ମୋ
ଲେଖାକୁ ତାରିଫ୍ କରଂତି ଓ ସବୁବେଳେ ମୌଳିକ ପ୍ରବଂଧ ଲେଖିବା ପାଇଁ ମୋତେ ପ୍ରୋତ୍ସାହିତ କରିଥାତି ।
ଏବେ ଅନ୍ୟ ଏକ ପ୍ରସଂରକୁ ଫେରିବା । ମୁଁ କଲେଜ୍ ହଷ୍ଟେଲରେ ରହି ୫୩ କଳା ପଢିବା ସମୟରୁ
ହଷ୍ଟେଲର ବାର୍ଷିକ ଉତ୍ସବ ଅଥବା ଛାତ୍ରସଂଘର ବାର୍ଷିକ ଉତ୍ସବ ଉପଲକ୍ଷେ ଆୟୋଜିତ ହେଲା ଓଡିଆ, ଇଂରାଜିରେ
ତର୍କ, ପ୍ରବଂଧ, ସ୍ଵରଚିତ କବିତା ତଥା Personality Test ଇତ୍ୟାଦି ପ୍ରତିଯୋଜିବାରେ ଅଂଶଗ୍ରହଣ କରି
ସବୁଥରେ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହେଇଥିଲି । ତା ସାଂଗକୁ ବାଣିଜ୍ୟ ବିଭାଗ ଦ୍ୱାରା ଆୟୋଜିତ
କ୍ଲିକ୍ କସ୍ମସ୍ରେ ବି ଚଂପିଆନ ହେଉଥଇଲି । ଏହି ସବୁ କୃତିତ୍ବର ଖଇବ ଶୁଣି ସେତେବେଳେ ଆକାଶବାଣୀ
କଂଦ୍ରର ଯୁବବାଣି ପ୍ରସାରଣ ନିଷ୍ପାଦକ ମୋ ପାଖକୁ ଆସି ପଚାରିଲେ- ଆପଣ ରେଡିଓ ପ୍ରୋଗ୍ରାମ୍ କରିବେ କି ।
ମୁଁ ସମ୍ମତି ଦେବାରୁ ପ୍ରଥମେ ଗୋଟିଏ କ୍ଲିକ, ତାପରେ କବିତା ଆକୃତି, ପ୍ରବଂଧ ପଠନ ଏମିତି କାର୍ଯ୍ୟକ୍ରମ ଗୁଡିକ
କରି ବସିଲି ।
ଦିନେ ଯୁବବାଣୀର ସେ ଫଡା ବାବୁ ମୋତେ କହିଲେ- ଯୁବବାଣୀରେ ପ୍ରସାରିତ ହେବାକୁ ଥିବା ଯୌତୁକ
ପ୍ରଥା ଉପରେ ଗୋଟିଏ ଦଳଗତ ଆଲୋଚନା କରି ପାରିବେ କି ? କିଂତୁ ଆପଣକ ସାଂଗରେ ଆଉ ଜଣେ ଛାତ୍ର ଓ
ଛାତ୍ରୀ ଦରକାର । ଆପଣ ସଂଯୋଜନା କରିବେ, ସେମାନେ ତାକର ମତାମତ, ବକ୍ତବ୍ୟ ଉପଦ୍ମାପନ କରିବେ ।
ଏ ପ୍ରସ୍ତାବରେ ମୁଁ ପରମ ଆଗ୍ରହରେ ହଁ ସିନା ମାରିଦେଲି, କିଂତୁ ସାଥୀ ଚୟନ କରିବି କେମିତି ? ପୁଅ
ପିଲା ଜଣେ ତ ମୋ ରୁମ୍ଭମେଟ୍ ମଳିଯିବ, କିଂତୁ ଝିଅ ? ହଠାତ୍ ମନେ ପଢିଲା ମଉସୁମୀ କଥା ।
ସେ ଦିନ ରତିରେ ବସି ପ୍ରୋଗାମ୍ର ସ୍କ୍ରିପ୍ଟଟି ପ୍ରସ୍ତୁର କରିଦେଲି । ତା’ ସେ ଦିନ ମୋ ସାଂଗ ଆଲୋକ
ମଉସୁମୀ କୁ ପଚାରିବାରୁ ସେମାନେ ବି ଏ ପ୍ରସ୍ତାବରେ ହଁ ମାରିଲେ । ନିୟମ ଅନୁଯାୟୀ ଆମ ଚିନି କଳର
ଠିକଣା ଓ ଷ୍ଟ୍ରିପ୍ଟି ଫପା ବାବୁକୁ ଦେଇଦେଲି ।
ଆକାଶବାଣିରୁ କଂଟ୍ରାକ୍ଟ ଆସିବା ପରେ ଆମେ ଫକା ସମୟରେ ମଉସୁମୀ ଘରୁକୁ ଯାଇ ଓ ସେଠାରେ
ସମୟ ନିର୍ଘଟ ରଖି ଅଭ୍ୟାସ କରୁ । ଦୁଇ ଚାରିଥର ଅଭ୍ୟାସ କଲାପରେ ଆମେ ସମାନ୍ୟ ହୋଇଗଲୁ ।
ରେଜଙ ଦିନ ୧୦ ଟାରେ ମୌସୁମୀ ତା ସାଂଗ ଜଣକ ସହ ରିକ୍ରେ ଏବଂ ମୁଁ ଓ ଆଲୋକ ଗୋଟିଏ
ସାଇକେଲ୍ରେ ଆକାଶବାଣି କେନ୍ଦ୍ରକୁ ଗଲୁ । ରେକର୍ଡିଂ ପରେ ପ୍ରତ୍ୟେକେ ୫୦ ଟଂକାର ତ୍ୟେକ ଗୋଟିଏ ଲେଖାଏଁ
ଧରି ଫେରିଲୁ ।ତା ପରେ ଏଇ କାର୍ଯ୍ୟକ୍ରମ ଭିନ୍ନ ଭିନ୍ନ ପ୍ରସଂଗ ଉପରେ ପ୍ରସ୍ତୁତ ହେଲା ଓ ଆଦୃତ ହେଲା । ୩ କଳା ଶେଷ
ବର୍ଷରେ ମୁଁ ରେଡିଓ ଛାଡି ଟି.ଭି. ମୁହାଁ ହେଲି । ଅର୍ଥାତ ସେ ସମୟରେ ଦୂରଦର୍ଶନରେ ଦେଉଥିବା ଜଣା ଅଜଣା
କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ । ଏପରି ପ୍ରୋଗାମ୍ ଗୋଟିଏ ରେକର୍ଡିଂ ପାଇଁ ମୌସୁମୀ ସହିତ ମୁଁ ତୁଳସୀପୁର, କଟକ
ସ୍ଥିତ ଦୂରଦର୍ଶନ କୈଦ୍ରକୁ ଯାଇଥିଲି । ସେଠାରେ ବି ଆମ ଗ୍ରୁପ ଚଂପିୟାନ ହେଲା ।
କାହାଣୀର ଆରଂଭରୁ ଏ ଯାବତ୍ ଏପରି ଘଟଣା ଗୁଡିକର ଅବତାରନାରୁ ଗୋଟିଏ କଥା ସ୍ପଷ୍ଟ- ପ୍ରଥମ
ଦେଖାରେ ହିଁ ଆମେ ଉଭୟେ ଉଭୟଂକର ପ୍ରେମର ପଡିଯାଇଥିଲୁ । କିଂତୁ ମୋତେ ଜଣେ ସାର୍ ଥରେ
କହିଲଥୁଲେ- ବାବୁ ତୁ ପ୍ରେମ କବିତା ଲେଖୁଛୁ- କଣ ସତରେ କାହା ପ୍ରେମରେ ପଡି ଗଲୁଣି କି ? ସେ ଭୂଲ୍ ଜମାରୁ
କରିବୁ ନାହିଁ । ଆଉ ସହପାଠିନୀ ସହ ପ୍ରେମର ଫଳାପଳ ତ ଅତୀବ ଭୟଂକର । କାରଣ ଝିଅ ମାନେ ଆପ
ଅପେକ୍ଷା ଆଗ ବାହା ହୋଇ ପରଘରୀ ହୋଇଯିବେ । ତୁ ଶିକ୍ଷା ସମାପ୍ତ କରି ଭଲ ଚାକିରୀଟିଏ ପାଇବା ପର୍ଯ୍ୟତ
ସେମାନେ ବା ସେମାନଂକର ପରିବାର ଆଦୌ ଅପେକ୍ଷା କରିବେ ନାହିଁ ।
ସାରଂକର କଥା ଶହେ ପ୍ରତିଶତ ସତ୍ୟ ହେଲା । ୩ କଲା ତୃତୀୟ ବର୍ଷରେ ମୌସୁମୀର ବାହାଘର ଠିକ୍
ହୋଇଗଲା । ତା’ ଭାଇ ଆମ ହଷ୍ଟେଲ ରୁମ୍କୁ ଆସି ମୋ ଟେବୁଲ ଉପରେ ଗୋଟିଏ ନିମଂତ୍ରନ ପତ୍ର ରଖି
ପଳାଇଲା, ଯେହେତୁ ମୁଁ ସେତେବେଳେ ରୁମ୍ରେ ନ ଥୁଲି । ଆଲୋକ, ମୋର ସାଂଗ-ଏ ବିଷୟରେ କିଛିଟା
ସୁରାକ୍ ପାଇଥିଲା । ମୁଁ ତ ବିରହ ବେଦନାରେ ବିଦଗ୍ହୋଇ ଛଟପଟ ହୋଇ ଖଟରେ ପଡି ରହିଥୁଲି ମୌସୁମୀର
ବାହାଘର ରାତି । ମେସ୍କୁ ଖାଇବାକୁ ନ ଯିବାରୁ ଆଲୋକ ମୋ ପାଇଁ ଗୋଟେ ପ୍ଲେଟ ରାତ୍ରିଭୋଜନ ଧରି
ଆସିଲା ଓ କହିଲା - ଏଥୁରେ ମନଦୁଃଖ କରିବା ଅଖିଆ ଅପିଆ ଶୋଇଲେ ମୌସୁମୀ କ’ଣ ତୋ ପାଖକୁ ଫେରି
ଆସିବ ଚୁପ୍ ଚାପ୍ ଖା ଓ ଆସୁଥିବା ଶେଷ ପରୀକ୍ଷା ପାଇଁ ପଢାପଢି କରି ପ୍ରସ୍ତୁତି କର ।
ଦିନେ ଦି ଦିନ ପରେ ମୁଁ ବି ସଂବିତ୍ ଫେରି ପାଇଲି ଓ ଏ ଘଟନାରେ ପୂର୍ଣ୍ଣଚ୍ଛେଦ ପକାଇ ଜୀବନରେ ଆଗକୁ
ବଢିବା ପାଇଁ ସ୍ଥିର ମନସ୍ଥ କଲି ।
ୟା’ ପରେ ମହାନଦୀରେ ଅନେକ ପାଣି ବହିଗଲାଣି କଲେଜ୍ ଶିକ୍ଷା ସମାପ୍ତି ପରେ କମ୍ପିଟିଟିଭ୍ ପରୀକ୍ଷ
ଦେଇ ମୁଁ ସରକାରୀ ଚାକୀରିଟିଏ ପାଇଛି ଓ କାଳଚକ୍ରରେ ମୋ ମାଁକ ପସଂଦର ଝିଅକୁ ବାହା ହୋଇ ଘଟ୍ଟ
ସଂସାର ଗଢି ସାରିଲିଣି । ଏକମାତ୍ର ଝିଅ ଉଚ୍ଚଶିକ୍ଷା ପାଇଁ ବିଦେଶରେ ।
ତଥାପି ରାତ୍ରିର ନିର୍ଜନ ପ୍ରହରରେ- ଏକାଂତ ମୁହୂର୍ତରେ ଆଖି ବଂଦ କଲେ ସପନ ରାଇଜରେ ଭାସି ଆ
କଲେଜ୍ ଜୀବନର ଅପାଶୋରା ଘୃତ, ଅନୁଭୂତି ଗୁଡିକ । ବିସ୍ମୃତିର ସହଦ ତଳୁ ମୁଁ ଗୋଟାଇ ଆଣେ ସ୍ୟମଙ
ମଣି । ଠିକ୍ ସେତିକି ବେଳେ ମୃତ ସୂର୍ଯ୍ୟଟିଏ ଜଂକି ମାରୁ ଥାଏ ଦୂର ଦିଗଂତର ଅଗ୍ନିବଳୟ ମଧ୍ୟରେ ।