STORYMIRROR

Sanjya Tripathy

Others

3  

Sanjya Tripathy

Others

ବ୍ୟବସ୍ଥା

ବ୍ୟବସ୍ଥା

4 mins
142


ମୁଁ ଜଣେ ସରକାରୀ କର୍ମଚାରୀ । ମୋଇ ପୋଣ୍ଟିଂ ମୋ ନିଜ ସହର ଝାରସୁଗୁଡାରେ ଦଲ ସଂଶକ ଛଡା ଆୟର ଅନ୍ୟ କିଛି ସ୍ରୋତ ନାହିଁ । ମୋର ଗୋଟିଏ ବୋଲି

ପୁଅ ସେ କାଳ କାଳର ଅଧିନସ୍ଥିତ । ମୋର ଦରମାରେ ଆମର ଛୋଟ ପରିବାଇଟି କୌଣସି ପଡେ ଚଳିଯାଇଥିଲା । ତିନି ବର୍ଷ ତଳେ ମୋତେ ସାଇଟିକା ହେଲା । ଅସ୍ତିସଭ୍ୟ ବିଶେଷଜ୍ଞ ମୋର

ନୁବ ବଳେ ଆଲବନ କଲବା ପାଇଁ ପରାମର୍ଶ ଦେଲେ ମୋର ଏମ୍.ଆର.ଆଇ ରିପୋର୍ଟ ଦେଟ୍ । ମୁଁ କଲିଯାଇ ଅଗ ହେବାରୁ ସେ ବାଧ୍ୟ ହୋଇ ଔଷଧ ଲେଖୁଲେ

ଯେଉଁଥିରେ ମୋତେ ସେ ଯମ-ସଂତ୍ରଣାରୁ କିଛିଟା ଆରାମ ମିଳେ, କିନ୍ତୁ ଚାଲିବା ଟୁଜିବା ଏକାଦିକ୍ରମେ ସଂଟା ଘଂଟା ଅଫିସରେ ବସିଲେ ସେ ଯତ୍ରଣା ପୁଣି ଆରଂଭ ନେଇଯାଏ ।


ଗତ ବର୍ଷ ପଦୋନ୍ନତି ପାଇ ମୁଁ ସୁନ୍ଦରଗଡରେ ଅବସ୍ଥାପିତ ହେଲି ଯାହାକି ଝାରସୁଗୁଡାରୁ

୩୦ କି.ମି ବୃଇ । ବସ ଚଳାଚଳ ସବୁବେଳେ ରହିଛି ।

ମୁଁ ଭାବୁଛି ମୁଁ ପ୍ରତିଦିନ ବସରେ ଯିବା ଆସିବା କରି କାମ ଚଳାଇବି । ଆମ ଅଫିସର ଚତୁର୍ଥ ଶ୍ରେଣୀ କର୍ମଚାରୀ ଅନିଲ ସହିତ ମୋର ପରମ ବନ୍ଧୁତା ହୋଇଯାଇଥାଏ ।

ସେ ଆଳୟରେ ମୋତେ ଘରୁ ବସଷ୍ଟାଡ଼ ଓ ଓପରିଅଳି ବସଷ୍ଟାଣ୍ଡରୁ ଘରକୁ ନେବା ଅବା ଦାୟିତ୍ଵ ମୁଣ୍ଡାଇ ହେଲା

ଏପରି ମାସ ତଳେ ମୋର ଜଣେ ବଂଧୁଙ୍କ ଠାରୁ ଖବର ପାଇଲି- ଭାଇଜାଗ( ବିଆରାପାଟନାମ)ରେ ମୋରି ପରି ଅସ୍ଥି ରୋଗୀଙ୍କର ଅସ୍ତ୍ରୋପଚାର କମ ଖର୍ଚ୍ଚରେ

ହୋଇ ପାରୁଛି ଓ ତାହା ସଫଳ ବି ରହୁଛି । ମନସ୍ଥ କଲି ସେଠିକି ଯାଇ ଡାକ୍ତରଙ୍କ ପଲାମର୍ଶ ନେବି । ବନ୍ଧୁଙ୍କ ଠାରୁ ଡାକ୍ତରଙ୍କ ଠିକଣା ଓ ଫୋନ ନଂ ସଂଗ୍ରହ କରି

ନେଲି । ଏ କଥାଟା ଅନିଲକୁ କହିବାରୁ ସେ ସାଙ୍ଗେ ସାଙ୍ଗେ ରାଜି ହୋଇଗଲା ମୋର ଆଟେଣ୍ଡାଟ ହୋଇ ଭାଇଜାଗ ଯିବା ପାଇଁ । ଉଭୟେ ଅଫିସରୁ ଦଶଦିନ

ଲେଖାଏ ଛୁଟି ନେଇ ବାହାରି ପଡିଲୁ । ମଧୁ ଅନଲାଇନରେ ଟିକଟ ଓ ହୋଟେଲ

ଲୁମ ବୁକ୍ କରି ନେଲା । ହସପିଟାକୁ ଫୋନ କରି ଡାକ୍ତରଙ୍କ ସହିତ ଆପଏଂଟମେଟ ନେଇଲା ।

ନିର୍ବାଲିତ ଦିନ ଧନବାଦ-ଏଲେଦ୍ଭି ଏକସପ୍ରେସରେ ଆମେ ଯାତ୍ରାରଂଭ କଲୁ। ସକେ ହୋଟେଲରେ ପହଂଚି ଫ୍ରେଶ ହେବା ପରେ ଚା ଜଳଖିଆ ଖାଇ ପୂର୍ବରୁ

ଲେକର୍ଡ ପତ୍ର (ଲୋକର) ଧରି ଅଟୋ ଯୋଗେ ହସପିଟାଲକୁ ଗଲୁ । ସେଠି ମୋର ଦ୍ୱାସ୍ଥ୍ୟ ପରୀକ୍ଷା କରି ଡାକ୍ତର କହିଲେ ଏଇଟା ତିନି ବର୍ଷ ତଳର ଏମ.ଆର.ଆଇ. ରିପୋର୍ଟ । ଆପଣଗୋଟିଏ ଫ୍ରେସ ଏମ.ଆର.ଆଇ ରିପୋର୍ଟ ଧରି ଆସନ୍ତା କାଳି

ତା ପରଦିନ ସତ୍ୟପ୍ରସ୍ତୁତ ରିପୋର୍ଟ ଦେଖି ଡାକ୍ତର କହି ଆପଣଙ୍କର ମେରୁଦତରେ ଏଇଠି ଓ ଏଲ୫ ବୋନ୍ ମଝିରେ ମାଂସ ଜମି ଯାଇଛି ଯେଉଁଟା ସାଇଟିକା ଭେସ୍ଟିକୁ ସଂକୁଚିତ କରି ଦେଇଛି । ସେଲଥ୍ ପାଇଁ ଚାଲିଲା ବେଳେ ଆପଣ ଯନ୍ତ୍ରଣା ଭୋଗ

କରୁଛନ୍ତି । ଅନିଚ୍ଚ ପଟ୍ଟାଳିଲା,ତା ହେଲେ ସାର୍ ଏହାର ଉପାୟ କଣ ? ଡାକ୍ତର କହିଲେ ସର୍ଜରୀ

ଅନିଲ ମେଜକ, ନା ମାଇନର୍ ? ଜୀବସ ପଅନିଲ- ଖର୍ଚ୍ଚ କେତେ ହେବ ? ଡାଞ୍ଜଳ: ୨୦ ହଜାର ।

ମୁଁ ଡାକ୍ତରଙ୍କୁ କହିଲି ସାର ମୁଁ ଅପରେସନ ପାଇଁ ପ୍ରସ୍ତୁତ । ଡାକ୍ତର କହିଲେ ତା ହେଲେ ତୁରନ୍ତ ଆର୍ଜମିଟ ହୋଇ ଯାଆନ୍ତୁ । । ମୁଁ ଆବଶ୍ୟକୀୟ ଆନୁସାଟି ବ୍ୟବସ୍ଥା କରି ଦେଇଛି । ତା ପରଦିନ ଅପରାହ୍ନ ୪ଟାରୁ ୫ଟା ମଧ୍ୟରେ ମୋର ଅପକେସନ ହେଲା (ର୍ବକୁ ସ୍ଵାମନ୍ତରିତ ହେଲି । ଅନିଲ କହିଲା- ସାର୍ ଆପଣଙ୍କ ଦେହ

ଗିନାଏ ଖଣ୍ଡେ ମାଂସ ବାହାରିଲା ଯାହା ନର୍ସ ମୋତେ ଦେଖେଇଲେ । ତା ପରଦିନ ରାଜଏରେ ଡାକ୍ତର ଆସିଲେ ଓ କହିଲେ ଆମେ ଆପଣଙ୍କୁ

ଦିନ ଅବଜରଭେସନରେ ରଖିବୁ । ସେଇ ଅନୁସାରେ ଅନିଲ ଆମ ଫେଲିବ ଟିକଟ ବୁକିଂ କରିନେଲା । ମୁଁ ଆରମ୍ଭରୁ ମୋର କେବିଟ୍ ଓ କ୍ରେବିଟ କ

ଅନିଲକୁ ଦେଇ ଦେଇଥାଏ ।


ଦିନେ ଦି ଦିନ ପରେ ମୁଁ ୱାର୍ଡ ସାମନାରେ ଧୀରେ ଧୀରେ ଚାଲିବା ବି ଆଗ କରିଦେଲି । ପାଂଚ ଦିନ ପରେ ୨ ମାସର ଔଷଧ ଦେଇ ଡାକ୍ତର ମୋ ଡିସଚାର୍ଡ କରିଦେଲେ । ଆମେ ଘରକୁ ଫେରି ଆସିଲି ।

ଏବେ ମୋତେ ବସଷ୍ଟାଣ୍ଡରେ ଚାହିଁବା ଓ ଆଣିବା କାମ ସିନା ସାମୟିକ ଭୂବଂଦ ହୋଇଗଲା କିନ୍ତୁ ଘରର ମାର୍କେଟିଂ ଓ ଅନ୍ୟାନ୍ୟ ବାହାରିଆ କ

କରିବ କିଏ ? ଏଥ୍‌ରେ ବି ଦେବଦୂତ ଭଳି ଅନିଲ ଆଗଛର ହୋଇ ବାହ ଆସିଲା । ଏଇ କେତେ ଦିନର ଘନିଷ୍ଟତା । ଅନିଲ ଓ ମୋର ସବଧକୁ ଆହୁ

ସୁଦୃଢ଼ କରି ଦେଇଥିଲା ।


କିଛି ଦିନ ପରେ ଦିନେ ଅଫିସ ଛୁଟି ପରେ ବିମର୍ଶ ଚିତରେ ଆସି ଅନିଲ ପାଖରେ ବସିଲା । ତାକୁ ଦେଖି ମୁଁ ଚା ପାଇଁ କହିଲି ଓ କହିଲି- କଣ ହେଲା

ଆଜି ଏତେ ଗଂଭୀର କାହିଁକି ?

ଅନିଲ କହିଲା, ଆଜ୍ଞା- ମୁଁ ଗୋଟିଏ ବ୍ୟାଙ୍କରୁ ଗୃହରଣ ଲକ୍ଷେ ଟଙ୍କା ଆଣ୍ଟିଅଳି ତାର ପ୍ଲିଡର ନୋଟିସ ଆସି ଆଜି ପହଂ ଚିଛି । ଏଇ କଥାକୁ ଏତେ ଚିନ୍ତା । ଅ

ମୋ ଚେକ୍ ବହି ମୁଁ ଲକ୍ଷେ ଟ କାର ଚେକ୍ କାଟି ଦେଉଛି । ଅନିଲ କୃତ୍ୟ କୃତ୍ୟ ହୋଇ ମୋର ଗୋଡ ଧରି ପଢାଇଲା ଓ କହିଲା, ଆପଣଙ୍କ ଏ ସାହାଯ୍ୟ

କେବେ ହେଲେ ଭୂଲି ପାରିବି ନାହିଁ । ଜୀବନ ସାରା ଆପଣଙ୍କ ସେବା କରୁଥି ଅବଶ୍ୟ ପରବର୍ତୀ କାଳରେ ଜି.ପି.ଏ.ଫ ଅପ୍ଲାଇ କରି ଅନିଲ ମୋର ଋଣ ଶୁ

ଦେଇଛି ।ଏଇ ଗତ ଡିସେମ୍ବରରରେ ଅନିଲ ପ୍ରୋମୋସନ ଅଦାଲତ ଯାଇଥିଲା ଯେଉଁଥ୍

ତାକୁ ଚତୁର୍ଥ ଶ୍ରେଣୀରୁତୃତୀୟ ଶ୍ରେଣୀକୁ ପଦୋନ୍ନତି ଦେବା ପାଇଁ ଖୋଦ ମୁ ସଚିବ ଆଦେଶ ଦେଇଥିଲେ । ବିରୋ ଅନିଲ ସେଥିରେ କୃତ୍ୟ କୃତ୍ୟ ହୋଇ ଅ

ଘରକୁ ମିଠା ଧରି ଆସିଲା । କିନ୍ତୁ ପ୍ରଶାସନିକ ନାଲି ଫିତା ତଳେ ସେ ଆଦେ ନାମା ଚାପି ହୋଇ ରହିଯାଇଛି ଓ ଏଯାବତ୍ ଅନିଲ ପଦୋନ୍ନତି ପାଇ ପାରି ନାହିଁ

ମୋତେ ତା ଦୁଃଖ ବଖାଣିବାରୁ ମୋ ଦ୍ବାରା ଯାହା ସମ୍ଭବ, ସେତିକି ସାହାଯ୍ୟ କରିଅଛି । ଏବେ ବସ ଷ୍ଟାଟ ଯିବା ଆସିବା ଭିତରେ ପ୍ରବଳର ଅନିଲ ବେଳ

କେମିତି ପଥର ପାଲଟି ଯାଇଛି । କିନ୍ତୁ ବ୍ୟବସ୍ଥା ବିରୁଦ୍ଧରେ ବିଦ୍ରୋହ ବା କଟି

କିଏ ?ମୁଁ ଭାବୁଛି କେବେ ଆସିବ ସେ ସୃଶ୍ଚିମ ସଙ୍ଗୀଳ ଯେବେ ଆମ ଦେଶର ଅନିଲ ଦ

ସୁହୃଦ୍ ମାନେ ସେମାନଙ୍କର ନାଯ୍ୟ ଦାବୀ ହାସଲ କରିବେ ଓ କୌଣସି ବି ତଳି

କର୍ମଚାରୀ ସରକାରୀ ବ୍ୟବସ୍ଥାର ହରତ ଯଥାରେ ନ ପତି ପ୍ରଫୁଲ୍ଲ ଜିତିରେ କା ସମ୍ପାଦନ କରିବେ ।


Rate this content
Log in