ଜୀବନସଂଜୟ କୁମାଇ ତ୍ରିପାଠୀବେଳେ
ଜୀବନସଂଜୟ କୁମାଇ ତ୍ରିପାଠୀବେଳେ
ଜୀବନ
ସଂଜୟ କୁମାଇ ତ୍ରିପାଠୀ
ବେଳେ ବେଳେ ଏକ ନିର୍ଦ୍ଦିଷ୍ଟ ଗତି ଓ ବ୍ୟବଧାନରେ ଚାଲୁଥିବା ଜୀବନ ସେ ହଠାତ୍ କାଳର ପ୍ରଭାବ ଓ
ନିୟତିର କ୍ରୂର ପରିହାସରେ ଅସ୍ବାଭାବିକ ଓ ଖାପ୍ ଛଡା ହୋଇଯାଏ, ତାହା ସେ ଜୀବନଟି ନିଜେ ମଧ୍ୟ କାଣି
ପାଲେନା । କାରଣ କପାଳ ଲିଙ୍କଳ କେ କରିବା ଆଳ । ଏଇ ଯେମିତି ହେଲା ଅମୀୟ ଦାଦକ ଜେଟ୍ରେ ।
ଅମୀୟ ବାବୁ ଜଣେ ନିମ୍ନ ମଧ୍ୟବିତ୍ ପରିବାରର ରାଜ୍ୟ ସରକାରୀ କର୍ମଚାରୀ । ପାଖରେ ଯୁବକାର,
ଅଶୀତିସର ବାପା, ପତ୍ନୀ ଓ ଉଚ୍ଚଶିକ୍ଷା ପାଇଁ ରାଜ୍ୟ ବାହାରକୁ ଯାଇଥିବା ଝିଅ । ଗୋଟିଏ ଭାଇ ବାହାର
ରାଜ୍ୟରେ କାମ କରେ ତା ପରିବାରକୁ ନେଇ- ତା ପେଟ ପାଟଣା ପାଇଁ । ବର୍ଷକୁ ଦୁଇଥର -ଦଶହେଇ ଓ ଖଲା
ଗୋଟିଏ ବେସରକାରୀ କଂପାନୀରେ କାମ କରେ, ତା ସ୍ତ୍ରୀ ବି
। ଆଉ ଗୋଟିଏ ବୋଲି ଭଉଣୀ- ରାଜଧାନୀର ବାଙ୍କିବା ।
ଛୁଟିରେ ଘରକୁ ଆସେ । ଆଉ ସବା ସାନ ଭାଇଟି
କନିଷ୍ଠ ଶିକ୍ଷୟତ୍ରୀ (ରାଜ୍ୟ ସରକାର)
ମାଁ ଥିବା ପର୍ଯ୍ୟତ ଅମୀୟ ବାବୁ ଠିକ୍ଠାକ୍ ଥିଲେ । ମାଁକ ଅକାଳ ବିୟୋଗ ଜନିତ ଶକ୍ତ ଧକ୍କାରେ
ଅମୀୟ ବାବୁ ଲୋଲିଣା ହୋଇଗଲେ - ଅସ୍ଥିରୋଗରେ ପୀଜିତ । ଏ ପଟେ ଟୁକା ବାସା ମଧ୍ୟ କୁଇଗୀ
ଦେହରେ ପେସ୍କର୍ ଚାଲିଛି । ଉଭୟଂକର ଔଷଧ ଖର୍ଚ୍ଚ ମାସକୁ ଚାରି ହଜାର । ବିଦ୍ୟୁତ୍ ବିଜ, ଖବରକାଗଜ,
ଡିସ୍ ବିଲ୍, ଇଂଧନ ଗ୍ୟାସ, ଡାଛଳରୁ ତେଲ ଲୁଣ ତେଜରାତି ସାମଗ୍ରୀ, ଫୋନ ଭିଚାର୍କ, ଭାଜିର କେଇ ଗହେଁ- ସବୁ
ଭାବି ଦେଲେ ଅମୀୟଇ ଫୁଡ ଗୋଳମାଲ ହୋଇଯାଏ ।
ଏ ସବୁଥିରେ ସେ ଆମାପ ସହସେଥଗ ପାଇଛି ତା ମିଜୟୀ ସ୍ତ୍ରୀ ପାଖକୁ । ଏ ସବୁକୁ ଛାଡି ପୁଣି
ସାମାଜିକ ସଂପର୍କ- ବିବାହ, ବ୍ରତର ଖର୍ଚ୍ଚ ଅଲଗା । ନିଆଁଟିଆ ବଜେଟ୍ରେ ଅମାୟର ଗୃହନ୍ତିର ଭାବି ବ୍ଲକ ନିକ
ଗତିରେ ଗଢି ଚାଲିଛି ।
ବେଡି ଏପରେ କୋଇଡା ପରି ଗତ ମାସ ଏକ ବିଭାଗୀୟ ଫାଇଲଗଡ ମାମଲାରେ ଅମୀୟ ଚାକିରୀକୁ
ନିରଂବିତ ହୋଇଛି । ଚାକିରୀ ଜୀବନ ଆରଂଭରୁ କରିଥିବା ସଂଚୟ ଅମାନତ ଇଂଜିଲେ ବୋଧ ହୁଏ ସେ ପୁରୀ
ଅବସ୍ଥାପିତ ହେବା ପର୍ଯ୍ୟତ ଘର ଖର୍ଚ୍ଚ ଚଳିଯିବ ।
ଏବେ ଅମୀୟ ପାଲଟି ଯାଇଛି ସଂପୂର୍ଣ୍ଣ ରୂପେ ଏକ ଭିନ୍ନ ମଣିଷ । ତା’ର ଚାଲିଚଳଣ, ଆକାର
ବ୍ୟବହାଇରେ ଆକାଶ ପାତାଳା ତଫାତ୍ । ତେବେ ଗାଁକ ଠାରୁ ଉରାଧିକାର ସୂତ୍ରରେ ପାଇଥିବା ଅସୀମ ଧୈର୍ଯ୍ୟ
ଓ ଅଫୁରତ ପ୍ରାଣ ପ୍ରାଚୁର୍ଯ୍ୟକୁ ପାଥେୟ କରି ଅମୀୟ ଏ ପର୍ୟ୍ୟତ ପ୍ରକୃତିସ୍କ ଓ କ୍ଲିପ୍ଲେଷ୍କ ରହିଛି । ଅମାରରେ ଗାଁ
ତାଂକ ଜୀବନରେ ଆସିଥିବା ଝଡଝଳା ଓ ବିପର୍ଯ୍ୟୟକୁ ଅପରିମିତ ସାହର ସହକାରେ ପାମୂଳା କରିବାର ନିକ
ଆଖିରେ ଦେଖିଛି ଅମୀୟ । ସୁତରାଂ ସେ ଆଦୌ ଚିଂତିତ ନୁହେଁ ଏ ସାମୟିକ ସ୍କୋ ପାଇଁ । ଛାତ୍ରଜୀବନର
ସମୟାନୁବର୍ତିତା ଓ ଅଧ୍ୟବସାୟ ବଳରେ ଏତେ ଦୂର ଆସିଥିବା ଅମୀୟ କମ ଇରି ପଢିବନି ଏ ବିନ୍ଦୁରେ ।
ଉଭୟ ଅମୀୟର ବଂଧୁ ବାଂଧବ ଓ ଅଫିସର ସହକର୍ମି ମାନେ ଭଲଭାବେ ଜାଣିଛବି ଯେ ଅମୀୟ ସଂପୂର୍ଣ
ନିଷ ।
ସ୍କୁଲ ଜୀବନରୁ ଲେଖାଲେଖି କରୁଥିବା ଅମୀୟ ଏ ନିରଂବନ କାଳରେ ପର୍ଯ୍ୟାପ୍ତ ସମୟ ପାଉଛି ତାର
ସଇକ୍ ପୁରା କରିବାରେ । ଏବେ ତା’ ମନୋଭାବ ଯାହା, କେବଳ ବ୍ୟବସ୍ଥା ବିରୋଧୀ ଲେଖା ସେ ବାହାଜିକ ବା ଲେଖନୀ ମୁନରୁ- ଏହା ସ୍ଵାଭାବିକ । ତଥାପି ଅମୀୟ ନିଜର ପୁଂକୀଭୂତ ଅସଂତୋଷର ଉଦ୍ରଣକୁ ବଡ କଷ୍ଟରେ
ସଂଭାଳିଛି । ବିଦ୍ରୋହୀ କବିତା ଲେଖିବା ପରିବର୍ତେ ସେ ତା’ର ଜଣେ କବି ବଂଧୁକ ଦୁଇଟି କବିତା ସଂକଳନକୁ ଏ
ଭିତରେ ଇଂରାଜୀରେ ଅନୁବାଦ କରିବା ପାଇଁ ସ୍ଥିଭନିଶ୍ଚିତ କରିଛି । କାରଣ ଏମତି ସୃଜନଶୀଳ କାମରେ ବୁଡି
ରହିଲେ ଅନ୍ୟାନ୍ୟ ନେଗେଟିଭ୍ ଚିଂତାଧାରାରୁ ମୁକ୍ତି ପାଇବ ସେ ।
ଅମୀୟର ସମସ୍ତ ଭାଇ ଉଭଣୀ ତାକୁ ପ୍ରବୋଧନା ଦେଇ ଚାଲିଛତି ଦୁଃଖରେ ଭାଂଗି ନ ପଢିବାକୁ । ଘର
ଖର୍ଚ୍ଚ ଚଲାଇବା ପାଇଁ ଯଥାସଂଭବ ଆର୍ଥିକ ସହାୟତ ମଧ୍ୟ ଦେଇଛତି । ଏପରିକି ଅମୀୟର ଏକ ମାତ୍ର ଝିଅ
ପ୍ରତିଦିନ ତାକୁ ଫୋନ ମାଧ୍ୟମରେ ସାଂତ୍ଵନା ଦେଇଚାଲିଛି ।
ଏପରି ବିଶାଳ-ଅନଂତ ପ୍ରେମର ସଂଭାରରେ ସଜ୍ଜିତ ଅମୀୟକୁ କଣ ସହଜରେ ଅବସାଦ, ବିଷାଦ ଗ୍ରାସ
କରି ପାରିବ ? ତା’ ବଦଳରେ ଅଭିଯାତ୍ରୀ ଅଭିମନ୍ୟୁର ଅପ୍ରତିହତ ଶକ୍ତି ସାମର୍ଥ୍ୟରେ ବଳୀୟାନ ହୋଇ ଅମୀୟ
ନିରୁଦ୍ବିଗ୍ନ ନିର୍ବିଶଂକ ଚିତ୍ରରେ ଆଗେଇ ଚାଲିଛି ତା’ର ଜୀବନଯାତ୍ରାରେ ।
ନିଲବଂନର ପ୍ରଥମ ଧକ୍କାରେ ବିଚଳିତ ହୋଇ କିଛିଟା ସ୍ଵାଭାବିକ ହୋଇ ଯାଇଥିବା ଅମୀୟ ଏବେ ନିଜକୁ
ବେଶ୍ ସଂଭାଳି ନେଲାଣି । ସେ ଜାଣେ- କର୍ମ କ୍ଷେତ୍ରରେ ଏପରି ଅଭାବନୀୟ ଘଟଣା ଘଟେ ପ୍ରାୟ ବହୁଭାଗ
କର୍ମଚାରକ କ୍ଷେତ୍ରରେ । ସେ ଯାହା ହେଉ- କରକାର ଦେଉଥିବା ଭରଣପୋଷଣ ଉତ୍କା ଓ ନିଜର ସଂଚିତ
ଅର୍ଥରାଶିରେ ଘରଖର୍ଚ୍ଚ ଯଥାକଥା ଚଳିଯିବ ବୋଲି ସେ ଆକଳନ କରିଛି । ସେ ଜାଣିଛି- ଏଇଟା ତା’ ପାଇଁ ଅନ୍ୟତ
ଆଙ୍ଗର ।
ଏ ସମୟରେ ଏପରି ଦୁର୍ବିପାକରେ ମଧ୍ୟ ଆମ ସମାଜରେ କିଛିଟା ଗୋଛିକଟା ଥାତି- ଜଣେ
ବିପଦଗ୍ରସ୍ତ ବ୍ୟକ୍ତି ବିରୁଦ୍ଧରେ ବିଷ ଉଦ୍ଗାର କରିବା ପାଇଁ । ଅମୀୟକୁ ମଧ୍ୟ ପ୍ରତ୍ୟକ୍ଷ ଓ ପରୋକ୍ଷରେ କିଛି କଟୁ
ମଂତବ୍ୟ ଶୁଣିବା ପାଇଁ ମିଳିଛି କିଂତୁ ମା’ ଶିଖେଇଥିବା ସଂସ୍କାରର ପ୍ରେରଣାରେ ଅମୀୟ ଏ ସବୁକୁ ବିନା
ପ୍ରତିବାଦରେ ଚୁପ୍ଚାପ୍ ସହି ଯାଇଛି । କାରଣ ସେ ଉପଲବ୍ଧ କରିଛି-ସମୟ ବଡ ବଳଦାନ । ସମୟର
ଯାଦୁକରୀ ଔଷଧୀୟ ସ୍ପର୍ଶରେ ଏ ପର୍ଯ୍ୟାୟ ମଧ୍ଯ ଅତିବାହିତ ହୋଇଯିବ ।
ଅମୀୟ ବାହାରିଆ ଲୋକଂକ ଟାହିଟାପରାକୁ ଅଣଦେଖା କରି ନିଜର ପୂର୍ବ ନିର୍ବାଭିତ କାର୍ଯ୍ୟକ୍ରମ
ଅନୁସାରେ ସଂତ୍ରମାନବ ପରି କରି ଚାଲିଛି ଗୋଟିଏ ପରେ ଗୋଟିଏ କାମ ।
ଉତ୍ଫୁଲ୍ଲିତ ଚିତ୍ର- ଅମାପ ଧୈର୍ଯ୍ୟର ସହ ସେ ଅପେକ୍ଷା କରିଛି ଯୁଗସଂଧର ସେ ମହାର୍ଘ ମୁହୂର୍ତକୁ
ଯେବେ ତା’ ଉପରୁ ନିଙ୍ଗବନ ଆଦେଶ ପ୍ରତ୍ୟାହାର ହୋଇ ସେ ପୁନଃଅବସ୍ଥାପିତ ହେବ କର୍ମ କ୍ଷେତ୍ରରେ । ଆଉ
ଏ’ ସମୟରେ ଅଂଗେ ନିଭାଇଥିବା ସମସ୍ତ ତିକ୍ତ କଷାୟ ଅନୁଭୂତିକୁ ଉତାରି ପାରିବ ଏକ ଉତ୍ସାତୀର୍ଥ ଶ୍ରାବଣ
କବିତାରେ ଅଥବା ଏକ ଛୋଟ ଉପନ୍ୟାସିକାରେ । ଜୀବନର ନିକିତିରେ କେବେ କା' ପଲା ଭାରି ହେବ- କେହି
କହି ପାରିବେ ନାହିଁ । କିଂତୁ ଏ ପରି ବିପର୍ଯ୍ୟରୁ ଶିକ୍ଷା ନେଇ ଫିନିକ୍ ପରି ନିଜର ଧ୍ୱଂସାବଶେଷରୁ ଉତ୍ତ
ହେବାର ଅନ୍ୟ ନାମ ହିଁ ଜୀବନ ।
