STORYMIRROR

Sanjya Tripathy

Classics

3  

Sanjya Tripathy

Classics

ଜୀବନସଂଜୟ କୁମାଇ ତ୍ରିପାଠୀବେଳେ

ଜୀବନସଂଜୟ କୁମାଇ ତ୍ରିପାଠୀବେଳେ

3 mins
113

ଜୀବନ

ସଂଜୟ କୁମାଇ ତ୍ରିପାଠୀ

ବେଳେ ବେଳେ ଏକ ନିର୍ଦ୍ଦିଷ୍ଟ ଗତି ଓ ବ୍ୟବଧାନରେ ଚାଲୁଥିବା ଜୀବନ ସେ ହଠାତ୍ କାଳର ପ୍ରଭାବ ଓ

ନିୟତିର କ୍ରୂର ପରିହାସରେ ଅସ୍ବାଭାବିକ ଓ ଖାପ୍ ଛଡା ହୋଇଯାଏ, ତାହା ସେ ଜୀବନଟି ନିଜେ ମଧ୍ୟ କାଣି

ପାଲେନା । କାରଣ କପାଳ ଲିଙ୍କଳ କେ କରିବା ଆଳ । ଏଇ ଯେମିତି ହେଲା ଅମୀୟ ଦାଦକ ଜେଟ୍‌ରେ ।

ଅମୀୟ ବାବୁ ଜଣେ ନିମ୍ନ ମଧ୍ୟବିତ୍ ପରିବାରର ରାଜ୍ୟ ସରକାରୀ କର୍ମଚାରୀ । ପାଖରେ ଯୁବକାର,

ଅଶୀତିସର ବାପା, ପତ୍ନୀ ଓ ଉଚ୍ଚଶିକ୍ଷା ପାଇଁ ରାଜ୍ୟ ବାହାରକୁ ଯାଇଥିବା ଝିଅ । ଗୋଟିଏ ଭାଇ ବାହାର

ରାଜ୍ୟରେ କାମ କରେ ତା ପରିବାରକୁ ନେଇ- ତା ପେଟ ପାଟଣା ପାଇଁ । ବର୍ଷକୁ ଦୁଇଥର -ଦଶହେଇ ଓ ଖଲା

ଗୋଟିଏ ବେସରକାରୀ କଂପାନୀରେ କାମ କରେ, ତା ସ୍ତ୍ରୀ ବି

। ଆଉ ଗୋଟିଏ ବୋଲି ଭଉଣୀ- ରାଜଧାନୀର ବାଙ୍କିବା ।

ଛୁଟିରେ ଘରକୁ ଆସେ । ଆଉ ସବା ସାନ ଭାଇଟି

କନିଷ୍ଠ ଶିକ୍ଷୟତ୍ରୀ (ରାଜ୍ୟ ସରକାର)

ମାଁ ଥିବା ପର୍ଯ୍ୟତ ଅମୀୟ ବାବୁ ଠିକ୍‌ଠାକ୍‌ ଥିଲେ । ମାଁକ ଅକାଳ ବିୟୋଗ ଜନିତ ଶକ୍ତ ଧକ୍‌କାରେ

ଅମୀୟ ବାବୁ ଲୋଲିଣା ହୋଇଗଲେ - ଅସ୍ଥିରୋଗରେ ପୀଜିତ । ଏ ପଟେ ଟୁକା ବାସା ମଧ୍ୟ କୁଇଗୀ

ଦେହରେ ପେସ୍କର୍ ଚାଲିଛି । ଉଭୟଂକର ଔଷଧ ଖର୍ଚ୍ଚ ମାସକୁ ଚାରି ହଜାର । ବିଦ୍ୟୁତ୍ ବିଜ, ଖବରକାଗଜ,

ଡିସ୍ ବିଲ୍, ଇଂଧନ ଗ୍ୟାସ, ଡାଛଳରୁ ତେଲ ଲୁଣ ତେଜରାତି ସାମଗ୍ରୀ, ଫୋନ ଭିଚାର୍କ, ଭାଜିର କେଇ ଗହେଁ- ସବୁ

ଭାବି ଦେଲେ ଅମୀୟଇ ଫୁଡ ଗୋଳମାଲ ହୋଇଯାଏ ।

ଏ ସବୁଥିରେ ସେ ଆମାପ ସହସେଥଗ ପାଇଛି ତା ମିଜୟୀ ସ୍ତ୍ରୀ ପାଖକୁ । ଏ ସବୁକୁ ଛାଡି ପୁଣି

ସାମାଜିକ ସଂପର୍କ- ବିବାହ, ବ୍ରତର ଖର୍ଚ୍ଚ ଅଲଗା । ନିଆଁଟିଆ ବଜେଟ୍‌ରେ ଅମାୟର ଗୃହନ୍ତିର ଭାବି ବ୍ଲକ ନିକ

ଗତିରେ ଗଢି ଚାଲିଛି ।

ବେଡି ଏପରେ କୋଇଡା ପରି ଗତ ମାସ ଏକ ବିଭାଗୀୟ ଫାଇଲଗଡ ମାମଲାରେ ଅମୀୟ ଚାକିରୀକୁ

ନିରଂବିତ ହୋଇଛି । ଚାକିରୀ ଜୀବନ ଆରଂଭରୁ କରିଥିବା ସଂଚୟ ଅମାନତ ଇଂଜିଲେ ବୋଧ ହୁଏ ସେ ପୁରୀ

ଅବସ୍ଥାପିତ ହେବା ପର୍ଯ୍ୟତ ଘର ଖର୍ଚ୍ଚ ଚଳିଯିବ ।

ଏବେ ଅମୀୟ ପାଲଟି ଯାଇଛି ସଂପୂର୍ଣ୍ଣ ରୂପେ ଏକ ଭିନ୍ନ ମଣିଷ । ତା’ର ଚାଲିଚଳଣ, ଆକାର

ବ୍ୟବହାଇରେ ଆକାଶ ପାତାଳା ତଫାତ୍ । ତେବେ ଗାଁକ ଠାରୁ ଉରାଧିକାର ସୂତ୍ରରେ ପାଇଥିବା ଅସୀମ ଧୈର୍ଯ୍ୟ

ଓ ଅଫୁରତ ପ୍ରାଣ ପ୍ରାଚୁର୍ଯ୍ୟକୁ ପାଥେୟ କରି ଅମୀୟ ଏ ପର୍ୟ୍ୟତ ପ୍ରକୃତିସ୍କ ଓ କ୍ଲିପ୍ଲେଷ୍କ ରହିଛି । ଅମାରରେ ଗାଁ

ତାଂକ ଜୀବନରେ ଆସିଥିବା ଝଡଝଳା ଓ ବିପର୍ଯ୍ୟୟକୁ ଅପରିମିତ ସାହର ସହକାରେ ପାମୂଳା କରିବାର ନିକ

ଆଖିରେ ଦେଖିଛି ଅମୀୟ । ସୁତରାଂ ସେ ଆଦୌ ଚିଂତିତ ନୁହେଁ ଏ ସାମୟିକ ସ୍କୋ ପାଇଁ । ଛାତ୍ରଜୀବନର

ସମୟାନୁବର୍ତିତା ଓ ଅଧ୍ୟବସାୟ ବଳରେ ଏତେ ଦୂର ଆସିଥିବା ଅମୀୟ କମ ଇରି ପଢିବନି ଏ ବିନ୍ଦୁରେ ।

ଉଭୟ ଅମୀୟର ବଂଧୁ ବାଂଧବ ଓ ଅଫିସର ସହକର୍ମି ମାନେ ଭଲଭାବେ ଜାଣିଛବି ଯେ ଅମୀୟ ସଂପୂର୍ଣ

ନିଷ ।

ସ୍କୁଲ ଜୀବନରୁ ଲେଖାଲେଖି କରୁଥିବା ଅମୀୟ ଏ ନିରଂବନ କାଳରେ ପର୍ଯ୍ୟାପ୍ତ ସମୟ ପାଉଛି ତାର

ସଇକ୍ ପୁରା କରିବାରେ । ଏବେ ତା’ ମନୋଭାବ ଯାହା, କେବଳ ବ୍ୟବସ୍ଥା ବିରୋଧୀ ଲେଖା ସେ ବାହାଜିକ ବା ଲେଖନୀ ମୁନରୁ- ଏହା ସ୍ଵାଭାବିକ । ତଥାପି ଅମୀୟ ନିଜର ପୁଂକୀଭୂତ ଅସଂତୋଷର ଉଦ୍‌ରଣକୁ ବଡ କଷ୍ଟରେ

ସଂଭାଳିଛି । ବିଦ୍ରୋହୀ କବିତା ଲେଖିବା ପରିବର୍ତେ ସେ ତା’ର ଜଣେ କବି ବଂଧୁକ ଦୁଇଟି କବିତା ସଂକଳନକୁ ଏ

ଭିତରେ ଇଂରାଜୀରେ ଅନୁବାଦ କରିବା ପାଇଁ ସ୍ଥିଭନିଶ୍ଚିତ କରିଛି । କାରଣ ଏମତି ସୃଜନଶୀଳ କାମରେ ବୁଡି

ରହିଲେ ଅନ୍ୟାନ୍ୟ ନେଗେଟିଭ୍ ଚିଂତାଧାରାରୁ ମୁକ୍ତି ପାଇବ ସେ ।

ଅମୀୟର ସମସ୍ତ ଭାଇ ଉଭଣୀ ତାକୁ ପ୍ରବୋଧନା ଦେଇ ଚାଲିଛତି ଦୁଃଖରେ ଭାଂଗି ନ ପଢିବାକୁ । ଘର

ଖର୍ଚ୍ଚ ଚଲାଇବା ପାଇଁ ଯଥାସଂଭବ ଆର୍ଥିକ ସହାୟତ ମଧ୍ୟ ଦେଇଛତି । ଏପରିକି ଅମୀୟର ଏକ ମାତ୍ର ଝିଅ

ପ୍ରତିଦିନ ତାକୁ ଫୋନ ମାଧ୍ୟମରେ ସାଂତ୍ଵନା ଦେଇଚାଲିଛି ।

ଏପରି ବିଶାଳ-ଅନଂତ ପ୍ରେମର ସଂଭାରରେ ସଜ୍ଜିତ ଅମୀୟକୁ କଣ ସହଜରେ ଅବସାଦ, ବିଷାଦ ଗ୍ରାସ

କରି ପାରିବ ? ତା’ ବଦଳରେ ଅଭିଯାତ୍ରୀ ଅଭିମନ୍ୟୁର ଅପ୍ରତିହତ ଶକ୍ତି ସାମର୍ଥ୍ୟରେ ବଳୀୟାନ ହୋଇ ଅମୀୟ

ନିରୁଦ୍‌ବିଗ୍ନ ନିର୍ବିଶଂକ ଚିତ୍ରରେ ଆଗେଇ ଚାଲିଛି ତା’ର ଜୀବନଯାତ୍ରାରେ ।

ନିଲବଂନର ପ୍ରଥମ ଧକ୍‌କାରେ ବିଚଳିତ ହୋଇ କିଛିଟା ସ୍ଵାଭାବିକ ହୋଇ ଯାଇଥିବା ଅମୀୟ ଏବେ ନିଜକୁ

ବେଶ୍ ସଂଭାଳି ନେଲାଣି । ସେ ଜାଣେ- କର୍ମ କ୍ଷେତ୍ରରେ ଏପରି ଅଭାବନୀୟ ଘଟଣା ଘଟେ ପ୍ରାୟ ବହୁଭାଗ

କର୍ମଚାରକ କ୍ଷେତ୍ରରେ । ସେ ଯାହା ହେଉ- କରକାର ଦେଉଥିବା ଭରଣପୋଷଣ ଉତ୍କା ଓ ନିଜର ସଂଚିତ

ଅର୍ଥରାଶିରେ ଘରଖର୍ଚ୍ଚ ଯଥାକଥା ଚଳିଯିବ ବୋଲି ସେ ଆକଳନ କରିଛି । ସେ ଜାଣିଛି- ଏଇଟା ତା’ ପାଇଁ ଅନ୍ୟତ

ଆଙ୍ଗର ।

ଏ ସମୟରେ ଏପରି ଦୁର୍ବିପାକରେ ମଧ୍ୟ ଆମ ସମାଜରେ କିଛିଟା ଗୋଛିକଟା ଥାତି- ଜଣେ

ବିପଦଗ୍ରସ୍ତ ବ୍ୟକ୍ତି ବିରୁଦ୍ଧରେ ବିଷ ଉଦ୍‌ଗାର କରିବା ପାଇଁ । ଅମୀୟକୁ ମଧ୍ୟ ପ୍ରତ୍ୟକ୍ଷ ଓ ପରୋକ୍ଷରେ କିଛି କଟୁ

ମଂତବ୍ୟ ଶୁଣିବା ପାଇଁ ମିଳିଛି କିଂତୁ ମା’ ଶିଖେଇଥିବା ସଂସ୍କାରର ପ୍ରେରଣାରେ ଅମୀୟ ଏ ସବୁକୁ ବିନା

ପ୍ରତିବାଦରେ ଚୁପ୍‌ଚାପ୍ ସହି ଯାଇଛି । କାରଣ ସେ ଉପଲବ୍ଧ କରିଛି-ସମୟ ବଡ ବଳଦାନ । ସମୟର

ଯାଦୁକରୀ ଔଷଧୀୟ ସ୍ପର୍ଶରେ ଏ ପର୍ଯ୍ୟାୟ ମଧ୍ଯ ଅତିବାହିତ ହୋଇଯିବ ।

ଅମୀୟ ବାହାରିଆ ଲୋକଂକ ଟାହିଟାପରାକୁ ଅଣଦେଖା କରି ନିଜର ପୂର୍ବ ନିର୍ବାଭିତ କାର୍ଯ୍ୟକ୍ରମ

ଅନୁସାରେ ସଂତ୍ରମାନବ ପରି କରି ଚାଲିଛି ଗୋଟିଏ ପରେ ଗୋଟିଏ କାମ ।

ଉତ୍‌ଫୁଲ୍ଲିତ ଚିତ୍ର- ଅମାପ ଧୈର୍ଯ୍ୟର ସହ ସେ ଅପେକ୍ଷା କରିଛି ଯୁଗସଂଧର ସେ ମହାର୍ଘ ମୁହୂର୍ତକୁ

ଯେବେ ତା’ ଉପରୁ ନିଙ୍ଗବନ ଆଦେଶ ପ୍ରତ୍ୟାହାର ହୋଇ ସେ ପୁନଃଅବସ୍ଥାପିତ ହେବ କର୍ମ କ୍ଷେତ୍ରରେ । ଆଉ

ଏ’ ସମୟରେ ଅଂଗେ ନିଭାଇଥିବା ସମସ୍ତ ତିକ୍ତ କଷାୟ ଅନୁଭୂତିକୁ ଉତାରି ପାରିବ ଏକ ଉତ୍ସାତୀର୍ଥ ଶ୍ରାବଣ

କବିତାରେ ଅଥବା ଏକ ଛୋଟ ଉପନ୍ୟାସିକାରେ । ଜୀବନର ନିକିତିରେ କେବେ କା' ପଲା ଭାରି ହେବ- କେହି

କହି ପାରିବେ ନାହିଁ । କିଂତୁ ଏ ପରି ବିପର୍ଯ୍ୟରୁ ଶିକ୍ଷା ନେଇ ଫିନିକ୍‌ ପରି ନିଜର ଧ୍ୱଂସାବଶେଷରୁ ଉତ୍ତ

ହେବାର ଅନ୍ୟ ନାମ ହିଁ ଜୀବନ ।


Rate this content
Log in

Similar oriya story from Classics