STORYMIRROR

Sanjya Tripathy

Classics

3  

Sanjya Tripathy

Classics

କରୋନାସଂଜୟ କୁମାର ତ୍ରିପାଠୀଅଫୁଟ

କରୋନାସଂଜୟ କୁମାର ତ୍ରିପାଠୀଅଫୁଟ

3 mins
163


ଅଫୁଟିଂତ ପ୍ରାଣଶଲିରେ ଭରପୁର ସେ ଯୁବକ ଜଣକ ଯେ ପୁଣି ଅବସ୍ଥାଚକ୍ରରେ ପଡି ଶ୍ରୀହୀନ ହୋଇଯିବେ, ଏହା ମୋର କନା ବାହାରେ ଥିଲା ।

ଏବେ ତାଙ୍କରି କାହାଣୀ କହୁଛି ।

ବିଜୟ ଜଣେ ଉଚ୍ଚଶିକ୍ଷିତ ସରକାରୀ କର୍ମଚାରୀ । ଯଥାରୀତିରେ ତାର ବିବାହ ସଂପନ୍ନ ହୋଇଛି ଓ ଝିଅଟିଏ ବି ଅଛି । ଏହି ଜୁନି ଘରସଂସାରଟି ବିନା

ବାଧା ବିଘ୍ନରେ ଆରାମରେ ଚଳୁଥିଲା ।

ହଠାତ୍ ମହାମାରୀ କରୋନା ମାଡି ଆସିଲା ଓ ଖୁବ୍ କମ ସମୟରେ ସମଗ୍ର ବିଶ୍ୱକୁ କବଳିତ କରି ନେଲା । ଏହାର ପ୍ରତିଷେଧକ ଟୀକା ଏ ପର୍ଯ୍ୟନ୍ତ

ବାଜୀରି ନ ଥିବାରୁ ଏହା ହୁ ହୁ ହୋଇ ମାଡି ଚାଲିଛି- ପଲ୍ଲୀରୁ ଦିଲ୍ଲୀ, ସମ୍ବଲପୁରରୁ ମାନବହଟନ୍ । ପ୍ରତିରୋଧକ ବ୍ୟବସ୍ଥା ଯେପରିକି ସାମାଜିକ

ଦୂରତ୍ବ ମୁଖା, ବିଶୋଧକର ବ୍ୟବହାର, ଲକଡାଉନ୍, ସଟଡାଇନ, ସଂଗରୋଧ କୈଦ୍ର, ସଂସ୍ପର୍ଶ ଚିହ୍ନଟ, ଆବଦ୍ଧାଚଳ ସବୁ ଚାଲିଥିବା ସତ୍ତ୍ବେ

କନା ଏବେ ସ୍ଥାନୀୟ ସଂକ୍ରମଣର ରୂପ ନେଲାଣି । ବିଜୟର ଅଫିସରେ ବି ୫୦ ପ୍ରତିଶତ କର୍ମଚାରୀରେ କାମ ଚାଲିଛି ଓ ରୋଷ୍ଟର ପ୍ରଚଳିତ

ହୋଇଛି ।

ଏତେ ପ୍ରତିରୋଧକ ବ୍ୟବସ୍ଥା ସତ୍ତ୍ବେ ହଠାତ୍ ଦିନେ ଖବର ଆସିଲା- ବିଜୟର ପନ୍ଥୀ ଅରୁଣାର ସ୍ବାବ୍ ରିପୋର୍ଟ ପଜିଟିଭ୍ ଆସିଛି । ବିଜୟର ମୁଡ

ଉପରେ ବଜ୍ର ପଢିଲା ଯେମିତି । ତା ଆଖି ସାମନାରେ ସ୍ବାସ୍ଥ୍ୟକର୍ମୀ ମାନେ ଆସି ଅରୁଣାକୁ ଆଂବୁଲାନସରେ କୋବିଦ୍ କେୟାର ହୋମକୁ ନେଇଗଲେ ।

ପୁଣି ବିଜୟ ଓ ତା କୁନି ଝିଅ ସ୍ନିତାକୁ ସଂଗରୋଧ କେନ୍ଦ୍ରକୁ ନେଇଗଲେ- ବିଜୟର ପରକୁ ବିଶୋଧ ଓ ସିଲ୍ କରିବା ପାଇଁ । ବିଜୟ ଏ ଯାଏ ଜାଣି

ପାରୁ

ନାହିଁ ଅରୁଣା କେମିତି କରୋନା ଆକ୍ରାତ ହେଲା । ଅଧିକାରୀମାନେ ସଂସ୍ପର୍ଶ ଚିହ୍ନଟ କରିବା ପାଇଁ ଆସି ବିଜୟକୁ ନାନାଦି ପ୍ରଶ୍ନ ବାଣରେ

ବ୍ୟତିବସ୍ତ କରି ପକାଇଲେ । ଅବଶ୍ୟ ଏହାର ଗୋଟିଏ ସୁଫଳ ବାହାରିଲା ଯେ ଅରୁଣା କେବେ ପାଖ ପଡୋଶକ ଘରକୁ ଯାଉ ନଥିବାରୁ

ସମସ୍ତଙ୍କର ସଂଦେହ କେନ୍ଦ୍ରୀଭୂତ ହେଲା ଘରର ଚାକରାଣୀ ମିନତୀ ଉପରେ ଯାହା କି ପରେ ସତ୍ୟ ପ୍ରମାଣିତ ହେଲା ମିନତୀର ସ୍ବାବ୍ ରିପୋର୍ଟ

ପଲିଟିଭ୍ ଆସିବାରୁ । ବିଜୟ ତା ସ୍ତ୍ରୀକୁ ବହୁତ ଭଲ ପାଉଥିଲା ଓ ତା ଜାଣତରେ ସେ ଅରୁଣା ମନରେ ଆଘାତ ଦେବା ଭଳି କାମ ଏ ଯାଏ

କରିନାହିଁ । ଅରୁଣା ବି ପ୍ରକୃତ ଅର୍ଥରେ ପତିବ୍ରତା ଥିଲା ଓ ଉଭୟଙ୍କର ପାରସ୍ପରିକ ପ୍ରେମରେ ତାଂକ ଜୁନି ସଂସାରଟି ସ୍ବର୍ଗ ସମ ପ୍ରତିଭାତ ହେଇଥିଲା

ଯେଉଁଅର ପାଲିଜାତ ଥିଲା ସ୍ମିତା । ତିନି ବର୍ଷର ଝିଅ ସ୍ନିତାର ଏ ଯାଏ ବୋଧ ଶକ୍ତି ଆସି ନାହିଁ । ତେଣୁ ତା ଚାରିପାଖରେ ଘଟି ଯାଇଥିବା ଘଟଣାବଳୀ

ତା ପାଇଁ ରହସ୍ୟାକୃତ ହୋଇ ରହିଛି । ଅରୁଣାକୁ ପଚାରିଲା- ବାପା- ମାଁ କାହିଁ ? ଅନଜ୍ୟୋପାୟ ହୋଇ ବିଜୟ ଉ ର ଦେଲା- ତୋ ମାଁ ମାମୁଁ

ଘରକୁ ଯାଇଛି- ଏଇ ଦିନ ଚାରିଟାରେ ଫେରି ଆସିବ ଯେ । ଦିନ ଦୁଇଟା ପରେ ଖବର ଆସିଲା- ଅରୁଣାର ଶେଷ ସମୟ ଆଗତ ପ୍ରାୟ ଓ ସେ

ବିଳୟ ଓ ସ୍ମିତାକୁ ଶେଷଥର ପାଇଁ ଦେଖୁବା ପାଇଁ ଚାହୁଁଛି । ଅଗତ୍ୟା ବିଳୟ ତ ଝିଅକୁ ନେଇ ଅରୁଣା ପାଖରେ ପହଂଚିଲା ।

ବିଜୟ ଓ ସ୍ନିତାକୁ ଦେଟ୍ ଅଲୁଣାର ଜୀବନ ପ୍ରଦୀପ ଲିଭିବା ପୂର୍ବରୁ ସମ୍ମୁଜ୍ଜ୍ବଳ ହୋଇ ଜଳି ଉଠିଲା ଯେମିତି- ଶତ ସିଂହର ବଳ ପାଇଲା ପରି କଂପି

କଂଠରେ ସେ କହିଲା- ସ୍ମିତା ତୁମକୁ ଲାଗିଲା । ତାଙ୍କୁ ବାଇରାଣୀ ବନାଇବ ନିଶ୍ଚୟ |

ବାସରୁଦ୍ଧ କଂଠରେ ଅଜଣାଇ ହାତ ପାପୁଲିକୁ ଚୂମି ବିଜୟ କହିଲା- ତୁମର ଇଚ୍ଛା ପୂରଣ ହେବ ନିଶ୍ଚୟ । ଆଉ ମୁଁ ମଧ୍ୟ ସରକାରୀ ସଂସାର ନ

ପାରିଲେ କଣ ହେଲା । ଜଣେ ସମ୍ମୁଖ ଭାଗର କୋବିଦ ଯୋଦ୍ଧା ହୋଇ ଆଉ କେଇ ଜଣଂକର ପ୍ରାଣ ସଂଚାଇଲେ ତା ହେବ ତୁମ ପ୍ରତି ହୋଇ ଶ୍ରେଷ୍ଠ

ପ୍ରଦ୍ଧାଞ୍ଜଳି ।

ଲୁହ, ସବୁ ସଂତ୍ରଣା ସେମିତି

ତାପରେ ଅରୁଣାର ଆଖି ବୁଢି ହୋଇଗଲା ଚିରଦିନ ପାଇଁ । କିନ୍ତୁ ବିଜୟ ଆଗରେ ଲୁହ ଟୋପାଏ ନାହିଁ । ତାଇ ସବୁ

ଅରୁଣା ନେଇ ଯାଇଛି ତା ସାଂଗରେ |

ନିଜର କଥା ରକ୍ଷା କରି ବିଜୟ ହୋଇଛି ଜଣେ ସୁପ୍ରକୃତ ସ୍ନାହାକର୍ମୀ । ଝିଅର କଥା ବୁଝି ବାକି ସମୟରେ ଭାବୁଛି କଲୋନା ସହ । କେ ଜାଣେ

ହେବେ ବ ହେବ ଏ ଲଢ଼େଇ ।



Rate this content
Log in

Similar oriya story from Classics