STORYMIRROR

BRATATI PRIYADARSHINI

Classics Others

1  

BRATATI PRIYADARSHINI

Classics Others

ମୋ କହ୍ନାଇ

ମୋ କହ୍ନାଇ

1 min
25

ହେ ମୋର ପ୍ରିୟ

କଳା କହ୍ନେଇ, ପ୍ରଣାମ

    ଆଶା କରେ ଭଲରେ ଥିବେ ସମସ୍ତେ। ଦେଖ ଦେଖ ତୁମ ସୃଷ୍ଟି କିପରି କୋରନା ର କାଳିମା ଭିତରେ ବୁଡ଼ି ଯିବାକୁ ବସିଲାଣି । ତମେ ମାଉସୀ ଘରକୁ ଫେରି କଣ ଯୋର୍ ନିଦ ରେ ଶୋଇ ଯାଇଛ କି ? ଉଠ କଳା ସାଆନ୍ତେ । ୩୬ସା ବାୟୁ ସାଜି , ସୃଷ୍ଟି କୁ ଢାଙ୍କି ଦେଇଥିବା କଳାମେଘ ସଦୃଶ କୋରନା କୁ ଉଡେଇ ନିଅ । ତୁମ ଆଶାରେ ରହିଲୁ ଆମେ । ପ୍ରଣାମ

       ।।ଈତ।।

        ତୁମର

       । ଭକ୍ତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics