Ramakrushna Dakua

Romance

2  

Ramakrushna Dakua

Romance

ଖେଳିବାକୁ ଦିଅ

ଖେଳିବାକୁ ଦିଅ

2 mins
2.9K


ଝି- ଏ! କଣ କରୁଛ? ଛାଡ଼ନା କଣ ଏ ସବୁ ଯେ.......

ପୁ-ମୋ ଧନ, ମୋ ମନ, ତମେ କହିବାକୁ କିଏ ମୁଁ ଖେଳିବି....।

ଝି-ଯା ଦୁଷ୍ଟ ହେଲଣି ଶୁଣ! ଆଉ ସବୁ ଓକେ ହେଲା ବଟ୍ ତମେ ମୋ ଚୁଟି ସହ ଖେଳନା । ୟୁ ନୋ ଇଟ୍ସ ମାଇ ପ୍ରାଇଡ ଆଇ ଲଭ ମାଇ ହେୟାର..

ପୁ-ହାଏ, ସେଇତ ! ସେଥିପାଇଁ ତ ମୁଁ ଦିୱାନା ତମ ଘନ କେଶର ହେ, ତମେ ଜାଣ! ତମ ନଶିଲା ଆଖିଠୁ ଅଧିକା କାମୁକ ତମ ଘନ କେଶ ଖାସ୍ ମୁଁ ବି ତମ ଦେହର ଅଙ୍ଗ ହୋଇ ଯାଆନ୍ତି କି ମୋତେ ବି 24 ଘଣ୍ଟା ତମ ସ୍ପର୍ଶ ମିଳିପାରନ୍ତା ।

ଝି-ଛି..କି କଥା ଏଗୁଡ଼ା...ଶୁଣ ତମେ ଆଜି କାଲି ବେଶି ହେଉଛ...ଯା ଦୁଷ୍ଟ ।

ପୁ- କିଏ କଲା? କାହିଁକି କଲା? ଆଉ ମୁଁ କେମିତି ଦୋଷୀ? ତୁମେ ମୁଖ୍ୟ ଆସାମୀ, ଓକେ ।

ଝି- ଓକେ ଯେ, ମୁଁ କଣ ଜାଣିଛି ତୁମକୁ ହାତ ଧରିବାକୁ ଦେଲି ଆଉ ତୁମେ କଣ କଲ? ବାହୁକୁ ନେଇଗଲ ଇମା..ତମେ ସବୁ କର କିନ୍ତୁ ମୋ ଚୁଟି ଦେହରେ ଜମା ହାତ ମାରନି ପ୍ଲିଜ୍ ମୁଁ ସତରେ ଚିଡ଼ିଯିବି ।

ଝି- ତମେ ପା କୁହ! ମୋ ଚୁଟି ମୋଠୁ ସୁନ୍ଦର, ଏହା ପରେ ବି ତୁମେ ତାକୁ ଅସଜଡା କରିବାକୁ ଚାହୁଁଛ କେମିତି ।

ପୁ- ସତ କହିବି?

ଝି- କାହିଁ ଗୋଟେ ଅତି ମ....ଭଲ କହୁଛ ଶୁଣିବାକୁ ଭଲ ଲାଗେ ସେଥିପାଇଁ କୁହେ । କହିବ ଯଦି କୁହ ନାହିଁ ତ ବାଏ ବାଏ ।

ପୁ-ହେ! ତମେ ସତରେ ଭାରି ଇଏ ।

ଝି-ହେଁ, ଇଏ ..ଆରେ ୱା..ଇଏ ।

ପୁ- ହଉ, ଶୁଣ..

ଝି- ଶୁଣାଅ

ପୁ-ଶୁଣତ

ଝି-କୁହତ

ପୁ-ଶୁଣିବ କହୁଛ ବା

ଝି- କହୁଛି ପା, ଶୁଣାଅ...

ପୁଅ- ଭାବିନିଅ, ମୁଁ ତମ କେଶକୁ ଏମିତି ସଜାଡ଼ି ଦେବି ନିଜେ ।

ଝି-ଆଁ ଦୂରେ ଦୂରେ

ପୁ- ଏମିତି ହେଲେ କେମିତି ହେବ, ଶୁଣ ସେ କେଶର ମୋର ଅଧିକାର ଅଛି

ଝି-ଅଛି, କିନ୍ତୁ ଏବେ ନୁହେଁ, ସମୟ ଆସୁଛି, ଏବେ କିନ୍ତୁ ସେ ମୋର ମୋ ଜୀବନ, ଆଇ ଲାଇକ ମାଇ ହେୟାର ଏଣ୍ଡ ଫର୍ ଦାଟ ଆଇ ଡୋଣ୍ଟ କେୟାର ଏନିଥିଙ୍ଗ ଓକେ ସୁନା ।

ପୁ-ସରିଲା! ଏବେ ଶୁଣ କଳା ନାଗୁଣୀ ତମର ଏଇ କେଶରେ ମୋତେ ଆଘାତ ଦିଅନା, ଦିଅ ମୁଁ ତୃପ୍ତି ଚାହେଁ, ମୁଁ ଉନ୍ମାଦନା ଚାହେଁ ସେଥିରେ ମୋର ଭାରି ଲୋଭ । କାହିଁକି ଜାଣିଛ ତୁମ ଶରୀରକୁ ଏଇ କେଶ ଯେତିକି ସେକ୍ସି ଲୁକ୍ ଦିଏ ସେତିକି ତମ ରୂପ ଯୌବନକୁ ଜୀବନ ବି ଦିଏ । ତୁମେ ମାନ କି ନ ମାନ ମୋତେ ଥରେ ତ ସୁଯୋଗ ଦିଅ । ସତ କହୁଛି ତୁମଠୁ ଅଧିକା କେୟାର ମୁଁ ତାର ନେବି....ପ୍ରମିଜ୍ ।


Rate this content
Log in

Similar oriya story from Romance