ଏମିତି ବି ଜୀବନ!!
ଏମିତି ବି ଜୀବନ!!
Medical ପଢେ, ନାଁ ନାଁ ଦେହ ଖରାପ ରହୁଛି ପାରିବୁନି, ୩ କରେ। ନା ମ: ତୁ ଭଲ ଲେଖୁଛୁ Arts ରେ carrier କରେ। then literature ରେ ଆଗକୁ ଯିବୁ। ଆରେ ନା ନା ସେମିତି କରେନି ତୁ ଭଲ debate ଦେଉ। Logic ବି ଭଲ use କରୁ। law କର୍। ଆରେ ତୁ English hons ନିଏ। ପରେ PhD କରିବୁ।
ଗୋଟେ କାମ କରେ civil service କୁ try କରେ।ଆରେ ତୋର knowledge ଅଛି IAS, OAS ଲାଗି try କରୁନୁ। ଆରେ adv 90% cut off ଯାଇଛି। btec କରିଦେ। OBC ହେଇଥିଲେ adv ଟା eligible ହେଇଥାନ୍ତା। ତାପରେ ତୋ luck.
ଏତେ ସାରା options । ବୁଝିହୁଏନା କ'ଣ କରିବୁ। ଗୋଟିଏ ଆଖିରେ ଏତେ ସାରା ସ୍ଵପ୍ନ। ଖାସ୍ ସବୁ ପୁରା ହୋଇପାରନ୍ତା କି। ନା ସେମିତି ତ ହେଇପାରିବନି।
କେବେ ବାଧ୍ୟବାଧ୍ୟକତା , କେବେ ନିଜ ଇଛାରେ ,ତ କେବେ ପୁଣି ଅନ୍ୟମାନଙ୍କ ଠାରୁ ଶୁଣି life ବନାଉ ଆମେମାନେ ଯାହାକୁ ଆମେ ନିଜେ ବି ବୁଝିନୁ। ଯେବେ ସେ ରାସ୍ତାରେ ପାଦ ଆଗକୁ ବଢିଚାଲେ ପୁଣି ଭାବୁକ ପାଲଟିଯାଉ । ଏଇଟା କରିଥିଲେ ଭଲ ହୋଇଥାନ୍ତା ସେଇଟା କରିଥିଲେ ଭଲ ହୋଇଥାନ୍ତା ତାପରେ ଆମ ମାନଙ୍କୁ ମିଳିଯାଏ best student, role model, motivator, etc etc...
ବାପ୍ ରେ!!! Life ରେ ଯେତିକି ଥର ଅ, ଆ ରେ repeat circle କରିନଥିବୁ ତାଠୁ ଅଧିକ ଆମକୁ free suggestions ମିଳେ। ତାପରେ ଏତେ ସବୁ ପରେ କଲେଜ ଢାଞ୍ଚାକୁ ପ୍ରାଥମିକ ବୟସର ତେଜସ୍ଵୀ ଶକ୍ତି....
ତାପରେ exam.
ଜାଣିଚୁ ନା: ଆଉ ଟିକେ hardwork କରିଥିଲେ...ଏସବୁ ଛଡ଼ା: ଆଜି ୟା ହେଲା, ତା ହେଲା...
ଆରେ yar କ'ଣ କହିବି,ସେ ସାଙ୍ଗ ଟା ମୋ ସହ କଥା ହେଉନି । ମୋ best friend ସେ।bf,gf,bff କଚୁଯେତିକି 'f' short form ରେ use ହୁଏ,ସେତାକିଟା word v 'f' ରେ ଜଣାନଥିବ। ତାପରେ etc, etc,etc...
×××××
Total life ଟା confusion ଆଉ conclusionଖୋଜିବାରେ ସରିଯାଏ।
Then ମୋର doubt ଏତେ ସବୁ ପରେ ଆମକୁ କ'ଣ ମିଳେ???ନାନାନା...
Life is full of obstacles,life is full of problem,
In life problems and solutions are two side of one coin...
ଲାଗୁନି ଏତେ ସବୁ questions verified answerଆଜିବି ଜାଣିନେ ବୋଲି, ଆମେ ଖାଲି ଦୈଡୁଛେ । କିଛି ନୂଆ ପାଇବାର ଆଉ କରିବାର ଆଶା ସହ।
ପରିଶେଷରେ " ?" Mark ରେ life the end ହେଇଯାଉଛି....
