Alka Mohanty

Romance Tragedy

3  

Alka Mohanty

Romance Tragedy

ଦଶାହ

ଦଶାହ

6 mins
660



ରାତି ସାରା ବାପା, ବୋଉ ମୋତେ ବହୁତ୍ ବୁଝା ବୁଝି କଲେ. କହିଲେ ଯଦି ତୁ ତାକୁ ଏତେ ଭଲ ପାଉଛୁ ତାହେଲେ Divorce ଦେନି, ହୁଏତ ତା ମନ ପରିବର୍ତ୍ତନ ହେଇଯାଇପାରେ। କଣ ପାଇଁ ଏତେ ତର ତର.ମୁଁ କହିଲି, ଵର୍ଷେ ହୋଇ ଗଲାଣି. ଆଉ ସେ ଭାବ ନାହିଁ. ଯିଏ ଫୋନ କରିବାକୁ ସୁଯୋଗ ଖୋଜୁ ଥିଲା, ଏବେ କହୁଛି, "କିଛି urgent ନାହିଁ ତ? ପରେ ଫୋନ କର !" 

ଯିଏ ସବୁ ସୁଖ ଦୁଃଖ ବାଣ୍ଟୁ ଥିଲା, ସେ ଘରେ ବସି mobile phone ଦେଖି ଶୋଇ ପଡ଼ୁଛି.

ମୋର ଦେହ ଖରାପ ଥିଲେ ଏ Hospital ରୁ ସେ hospital ଦୌଡ଼ୁ ଥିଲା, ସେ ବୁଝି ପାରୁନି ଚାରି ଦିନ ହେଲା ମୋତେ ଜ୍ଵର ବୋଲି.

ଏବେ ଯିବି, ରହିବି. ସେ କହି ପାରୁନି,ସେ ଦି ଘାଇ ରେ ପଡି ଛଟ ପଟ ହେଉଛି. ମୁଁ ଯଦି ସତ ରେ ଭଲ ପାଉଛି ତା ପାଖରେ ରହିବା ଦରକାର କଣ ? "Pyaar dene ka naam hai, lene ka nahi". Let him stay happy, Bapa!!


ସକାଳୁ ସକାଳୁ ମୁଁ brush କରୁ କରୁ ଦେଖୁ ଥିଲି ବାପା କଣ ଟାଇପ କରୁଥିଲେ ଆଉ ବୋଉ କୁ କହୁ ଥିଲେ Bibhu କୁ ପ୍ରିଣ୍ଟ କରି ପଠାଇ ଦେବେ. ମୁଁ ବୁଝି ପାରିଲିନି. ତଥାପି ବାପାଙ୍କ କାର୍ଯ୍ଯ କଳାପ କୁ ଧାର୍ଯ୍ଯ ର ସହିତ ଅବଲୋକନ କରୁଥାଏ. ଲାଗୁ ଥାଏ ଦୁଇଜଣ ଯେମିତି ସକାଳ କୁ ବହୁ ଆଗରୁ ଅପେକ୍ଷା କରିଥିଲେ।କେତେ ସମୟ ପରେ ବାପା envelope te ଦେଲେ. କହିଲେ ଯା ଏଇଟା ବିଭୂ କୁ ଦେବୁ ଆଉ ସବୁ ଦିନ ପାଇଁ ବିଦା ହେଇ ଆସିବୁ। ମୁଁ ଭାବିଲି divorce paper ବାପା ଗୋଟେ ଦିନରେ କଣ ready କରି ପକାଇଲେ ନା କଣ!ଭୟରେ ହାତ ଥରି ଉଠିଲା, ଖୋଲିକି ଦେଖିଲି.. ନ ହସି ରହି ପାରିଲିନି. ମୋ Death ceremony ରେ ସାମିଲ ହେବା ପାଇଁ ବିଭୁ ଙ୍କୁ invitation.. ହା ହା ହା.. ଭଲ sukun ଭରା ହସ ଟେ ହସିଲି.. କହିଲି.. ହାଁ ବାପା.. ଯିବି ଆଉ ବିଦାୟ ନେଇ ଆସିବି. ବିଭୁ, ଅତି ଶାନ୍ତ, ସରଳ, ପରୋପକାରୀ, ସ୍ନେହୀ. ସେ ଏମିତି ଏକ ନିଷ୍ଟୁର ପତ୍ର ରେ ଥିବା କଠୋର ସମ୍ଭାଷଣରେ ଭାଙ୍ଗି ପଡିବେ. ଭାବିଲି ଗୋଟେ ଚିଠି ଲେଖି ଦେବି. ତାଙ୍କୁ ଶୀତଳତା ଦେବାପାଇଁ।

ପ୍ରିୟ ବିଭୁ, 

ପ୍ରଥମ ରୁ କହୁଛି ଅତି ସାମାନ୍ୟତମ ମନ ରେ ଚିଠି ପଢିବ। ତୁମେ ଜାଣିଛ ଗୋଟେ ପତ୍ନୀ ଥିଲେ ଆଉ ଗୋଟେ ବିବାହ କରି ପାରିବନି। ତୁମ girlfriend ବିଷୟରେ ତୁମେ ମୋତେ କହିଛ. ମୁଁ ଜାଣିଛି ସେ ତୁମକୁ ଭଲ ପାଉଛି ଆଉ ତୁମେ ବି । ମୁଁ ଯଦି କୁହେ ତୁମେ ମୋତେ ଭଲ ପାଉନ ବୋଲି ମୁଁ ଇଶ୍ୱର ଙ୍କ ନିକଟ ରେ ଅପରାଧୀ ସାବ୍ୟସ୍ତ ହେବି. ତୁମେ ଦ୍ୱନ୍ଦ ରେ ପଡ଼ିଛ. You know, you can't have the cake or eat the cake at same time. I love you a lot, so I decided to leave you and your place to see you happy. You cannot afford to cry as get cold very soon. ଆଖି ଫୁଲି ଯାଏ, ଛିଙ୍କ ହୁଏ. Please don't shed your tears. ଯେବେ ତୁମ ଦି ଜଣ ଙ୍କର ଗୋଟେ ଝିଅ ହେବ, ତାର marriage ରେ କାନ୍ଦିବ. ହେଲା ! 

Don't worry about this Divorce. This is only the documents to bring my little sister to your house. I will be your mother, sister like friend. Always will take care of you spiritually and mentally. Will be happy to see my love in happy mood. 

As I am only one daughter so I don't need a single penny from you.I will never marry again and will keep you in my mind and heart.


Life without love is tree without blossom and fruit. So your love is more than enough for me. Go ahead. I want peace. ତୁମେ ମୋତେ ମିଛ କହିଲେ ଦୁଃଖ ଲାଗେ. ଭାବେ ବିଚରା ମୋତେ ଦୁଃଖ ଦେବେନି ବୋଲି ମିଛୁଆ ହେବା କୁ ପଡୁଛି. I know you.. I know everything.. Peacefully accepting that girl for you. Will not disturb you. Will keep loving you till my last breath..

Thank you for loving me..

ତୁମ ସଖୀ

କୃଷ୍ନl


Alka Mohanty

Taloja.

Navi Mumbai.

କ୍ରମଶଃ


ଦଶାହ (ଅନ୍ତିମ ଭାଗ)

କ୍ଷୁଦ୍ର ଗଳ୍ପ. 


ଦିନଟି ଯେପରି ସରୁ ନ ଥିଲା, ସକାଳ 6 ରୁ ସନ୍ଧ୍ୟା6 12 ଘଣ୍ଟା ବାର ବର୍ଷ ର କଷଣ ଦେଉଥିଲା ଯେମିତି କୃଷ୍ଣl ଙ୍କୁ l ଏ କ ଶିଶୁ କନ୍ୟା ପରି ତାଙ୍କ ଅନ୍ତରାତ୍ମା କାନ୍ଦି କାନ୍ଦି ଲୋଟ ପୋଟ ହେଉଥିଲା, ଯେମିତି ତାଙ୍କ ଅତି ପ୍ରିୟ କଣ୍ଢେଇ କୁ ବଳ ପୂର୍ବକ ଛଡାଇ ନେଇ କାହାକୁ ଦେଇ ଦିଆ ଯାଉଛିl. ନା ନା... ଏ ତାଙ୍କ ମନ ଆଉ ବିବେକ ର ଆଦେଶ, ନା କି ପିତା ମାତା ଙ୍କର, ନା ବିଭୁ ଙ୍କର l 


ବାପାଙ୍କ ଆଦେଶ ନାମ ମାତ୍ର କୁ ଖାଲି କୃଷ୍ନl ଙ୍କ ଅଭିମାନ ର ଅଗ୍ନି କୁ ଖୁରାକ ଯୋଗାଉ ଥିଲା l ବିଭୂ ଙ୍କ ଅଫିସ ରୁ ଫେରିବା ସମୟରେ ଯାଇ ପହଂଚି ବାର ଅଛି, 5 ଟl ବେଳୁ ବାବା କହି ସାରିଲେଣି,

"ମାଆ, ଡ୍ରାଇଭର୍ ନେଇକି ଯିବ l . ତୁମେ ଏକା ଯିବ ନାହିଁ."


ସମୟରେ ନିଜ ସ୍ଵପ୍ନ ର ଫ୍ଲାଟ୍ ଘରେ ପହଞ୍ଚିଲା, ପରେ ମନେ ପଡୁଥିଲା Door Bell ବି ବିଭୁ ନିଜେ ଆଣି ବାକୁ ଯାଇ ନଥିଲେ l କହିଲେ, "ମୁଁ ଅଫିସ ରୁ ଫେରି କଲବେଲ ଅନ୍ କଲେ ତୁମେ ମୋତେ stranger ଭାବି ନଖୋଲିବା ପାଇଁ ଏ କ୍ୟାମେରା ସହିତ ଡୋର ବେଲ୍ ନେବା".ସବୁ ପାର୍ଥିବ ଜିନିଷ ସହିତ ମୋର ଶରୀର ବି ପାର୍ଥିବ l ଯଦି ଏ ପାର୍ଥିବ ଶରୀର ଅଲଗା ହେଉଛି, ତେବେ ଏ ଧନ ସମ୍ପତ୍ତି ମୋତେ କେତେ ସୁଖ ଆଉ ଦେଇ ପାରିବ!Bell ବଜାଇଲେ କୃଷ୍ନl, ସିଧା ୱାଶ ରୁମ୍ ରୁ ଫ୍ରେସ୍ ହୋଇ ଆସି Door ଖୋଲି ଦେଖିଲେ ବିଭୂ," କୃଷ୍ନl, ତୁମେ!!! କହିଲ ନାହିଁ ମୁଁ ସାଥିରେ ନେଇ ଆସିଥାନ୍ତି ଫେରିଲା ବେଳେ!! ହଉ, ଆସ ଆସ ଚିରାଚରିତ ଢଙ୍ଗରେ କୃଷ୍ଣl ଙ୍କୁ ଆଲିଙ୍ଗନ କରି, ଅଣ୍ଟା ରେ ହାତ ଧରି, ଭିତରକୁ ନେଇ ଗଲେ. କହିଲେ,ଜାଣିଛ? ଏ ଘର ପୁରା ଅନ୍ଧକାର ଲାଗୁଛି ତୁମ ବିନା. ତୁମେ ମୋର ବାକ୍ୟ ଦେବୀ ସରସ୍ଵତୀ, କୌଣସି ନିଷ୍ପତ୍ତି ନେଇ ପାରୁନି ତୁମ ବିନା. କଣ କରିବି, ତୁମ ବିନା ମୁଁ ଅନ୍ଧ, ମୂକ, ବଧିର ହୋଇ ବସିଛି. ଏକ ଆତ୍ମା ବିହୀନ ଶାରୀର ର କି ମୂଲ୍ୟ? - ଏତିକି କହୁ କହୁ କାନ୍ଦି ପକାଇଲେ, ବିଭୁ.

ମୁଁ ତୁମ ବିନା ବଞ୍ଚି ପାରିବିନି ସଖୀ. ମୋତେ ଛାଡି ଯା ଅ ନା

ବହୁତ୍ କଷ୍ଟ ରେ ଆଖି ର ଲୁହ କୁ ଆଖିରେ ମାରି, ବାଷ୍ପ ରୁଦ୍ଧ କଣ୍ଠରେ କହିଲେ କୃଷ୍ନl,

- କୁଆଡେ ଯିବି ମୁଁ!! ମୋର ଆତ୍ମା ସର୍ବଦା ଛାୟା ପରି ତୁମ ସାଥିରେ ରହିବ, ତୁମ ସବୁ ସୁଖ ଦୁଃଖ ର ଭାଗିଦାରୀ ହୋଇ ରହିବ... ତୁମ ବିବଶତା ତୁମେ ସ୍ପଷ୍ଟ ନକଲେ ବି ତୁମର ଗୋଟେ ବର୍ଷର ଯନ୍ତ୍ରଣା ମୁଁ ବି ଅନୁଭବ କରିଛି, ବିଭୁ!!! ତୁମକୁ ଏ ଯନ୍ତ୍ରଣା ରୁ ମୁକ୍ତି ଦେବାକୁ ଆସିଛି ମୁଁ ଆଜି..


---କଣ ମୁଁ କହି ଥାନ୍ତି ତୁମକୁ କୃଷ୍ନl, ମୋର ସାହସ ହେଲାନି, ଏକ ଦୁର୍ବଳ ମୁହୂର୍ତ୍ତ ରେ ଗୌରୀ କୁ ଭଲ ପାଇ ଗଲି. ଅଫିସ ରେ ଗେଷ୍ଟ ହାଉସ ରେ ଅଚାନକ଼୍ ତାକୁ ଡର ଲାଗୁଛି କହି ସେ ମୋ ରୁମ୍ କୁ ଆସି ଯାଇ ଥିଲା, ତାର ନିସଙ୍କୋଚ ମନୋଭାବ, ମୋ ଉପରେ ବିଶ୍ୱାସ ଥିବା ଦେଖି ମୁଁ ଆକୃଷ୍ଟ ହୋଇ ପଡ଼ିଥିଲି. କଥା ଆଗକୁ ବଢ଼ି ଚାଲିଛି.. ଆଜି ତାର  pregnancy ମୋର ଚିନ୍ତା ର କାରଣ. ସେ ବି ଏକମାତ୍ର ଝିଅ ଏକl ତାର ମା ର l ଦୁଇ ଘାଇ ରେ ମୁଁ ପଡିଛି ସଖୀ, ତୁମେ ମୋତେ ରକ୍ଷା କର.. କହି ଭୋ ଭୋ ହୋଇ କାନ୍ଦୁ ଥିଲେ ବିଭୂ..

--ବିଭୁ, ଏ ଘଡି ସନ୍ଧି ମୁହୂର୍ତ୍ତରେ କାନ୍ଦି ଲେ ପ୍ରବ୍ଲେମ୍ସ solve ହେବନି.....ସେଇଥିପାଇଁ ତ ଆସିଛି ଆଜି ଏକ ମାସ ପରେ... Divorce ପେପର ରେଡି କରି ପଠାଇ ଦେବି. ମନକୁ ବୁଝାଇ ଗୌରୀ କୁ ଯଥା ଶୀଘ୍ର ଘର କୁ ଆଣ! ଭାବ କୃଷ୍ଣl ର ମୃତ୍ୟ ହୋଇ ଗଲା. ନିଜର ନିସଙ୍ଗ ଜୀବନ ର ସାଥୀ ପାଇଁ ତୁମେ ଗୌରୀ କୁ ଓ ତାର ସନ୍ତାନ କୁ ଅନିଚ୍ଛା ସତ୍ତ୍ୱେ ଆଣୁଚ। ତୁମେ ବଦନାମ ହେବ, ମୁଁ ସହ୍ୟ କରି ପାରିବି ନାହିଁ. ତୁମ ର ସ୍ତ୍ରୀ ରୂପ କୁ ଛାଡି ମୁଁ - ଭଗିନୀ, ମା, ବାନ୍ଧବୀ ହୋଇ ରହିବି ସଦା କlଳ ପାଇଁ. ....ତୁମେ ଆଗେ ବଢ଼ି ଚାଲ!


--ହଁ, ବାପା ଙ୍କ କଥା କୁ ମନ ରେ ନେବ ନାହିଁ. ତାଙ୍କ ହୃଦୟ କୁ କ୍ଷତାକ୍ତ . ସେ ବି କ୍ଷତାକ୍ତ. ମୁଁ ବି ପୁନର୍ଜନ୍ମ ନେବାକୁ ଯାଉଛି ସଖା.. ସେମିତି କୃଷ୍ଣ ହୋଇ ତୁମର ଏ ସଖୀ କୃଷ୍ଣl କୁ ଭଲ ପାଉଥିବ !


ଏକ ଶେଷ ଆଲିଂଗନ କରି, ବାପା ଙ୍କର ଆଉ ତାଙ୍କର ପତ୍ର ଥିବା ଲଫାପା କୁ Table ଉପରେ ରଖି କୃଷ୍ଣl ଶେଷ ବିଦାୟ ନେଇ ଆସୁ ଆସୁ ଭାବୁ ଥିଲେ, " ବିଭୁ, ତୁମକୁ ମୋର ବିନା ଅନୁମତିରେ କିଏ ଛଡାଇ ନେଇ ପାରିବେନି. ଇଶ୍ଵର ବି ନୂହେଁ. ମୋ ହୃଦୟର ରାଣୀ ମୁଁ, ମୋ ହୃଦୟର ରାଜା ତୁମେ. ଶାରୀର ଅଲଗା ରହି ପାରେ. ମନ ଉପରେ କାହାର ଜୋର୍ ନାହିଁ. ହୃଦୟ ର ହୃଦୟ କୁ ଯେଉଁ ରାସ୍ତା ଅଛି ତାକୁ କେଉଁ ଜାଗା ର ଦରକାର ପଡେନି..


आपसे जो इश्क़ है वो बेहद है क्यूँकि, हद और सरहद ज़मीं की होती है दिल की नहीं!! जरूरी नहीं है ईश्क में बॉहों के सहारे ही मिले, किसी को जी भर के महसुस करना भी मोहब्बत है!! आप मेरी जिंदगी, मेरी प्रेरणा, मेरी ताकत और मेरी आत्मा हैं। मैं आपसे बेहद प्यार करती .


Rate this content
Log in

Similar oriya story from Romance