STORYMIRROR

Reeta aparajeeta Mohanty

Fantasy Others

2  

Reeta aparajeeta Mohanty

Fantasy Others

ଡାଇରୀରେ ସାଇତା କିଛି ରଙ୍ଗ

ଡାଇରୀରେ ସାଇତା କିଛି ରଙ୍ଗ

1 min
198

ସତରେ ଏଇ ମଣିଷ ଧରାକୁ ସରା ମଣୁନଥିଲା । ହେଲେ ପ୍ରକୃତି ସହ ମଣିଷ ଖେଳ ଖେଳି ତାର ଭୟlନକ ଭୟାବହ କରୋନା ଭାଇରସ କବଳରେ କବଳିତ ହେଇ ନିଜ ଘରେ ଲକ ଡ଼ାଉନ ଅବସ୍ଥାରେ ଅଛୁ। ଆରେ ଆରେ ଆପଣ ଡ଼ରିଗଲେ କି। ନା ନା ସେମିତି କିଛି ନୁହେଁ ସବୁବେଳେ ଉନ୍ମୁକ୍ତ ହେଇ ଉଡ଼ିବୁଲିଥିବା ମଣିଷର ପାଦ ଶିକୁଳିରେ ବନ୍ଧା । ଏ ସବୁ କେବଳ ଆମ ଭଲ ପାଇଁ । ହେଲେ ସବୁ ଜାଣି ଶୁଣି ମଣିଷ ଲକ ଡାଉନ ନିୟମ ମାନୁନି। ପରିବା ଦୋକାନରେ ଭିଡ଼ ,ମାଛ ଦୋକାନରେ ଭିଡ଼ । ମୁଁ ବି ତ ଦିନ ରାତି ବାହାରେ ବୁଲୁଥିଲି

ସରକାର ଯେବେ ଠୁ ଲକ ଡାଉନ କଲେଣି ମୁଁ ଆମ ଘରର ଛକ ପାଖକୁ ବି ଯାଇନି । ଆଜି ମୁଁ ମାଙ୍କ ସହ ବଗିଚାରୁ ଫୁଲ ତୋଳିଲି ।ବାପା ,ପୁଅ ଓ ମୋ ସ୍ତ୍ରୀ ଆମେ ସମସ୍ତେ ମିଶି କ୍ୟାରମ ଖେଳିଲୁ । ମୁଁ ବଗିଚାରେ ବସି ଜୁମ କଲ ଜରିଆରେ ମୋ କାମ କରିପାରିଲି ଆପଣଙ୍କ ମତ କଣ କେମିତି କାଟୁଛନ୍ତି ସମୟ । ମତେ ଜଣେଇବେ ମୁଁ ଆପଣଙ୍କର ରୀତା ଅପରlଜିତା ମହାନ୍ତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Fantasy