STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ଯୁଗ ଜନ୍ମା ଉପେନ୍ଦ୍ର

ଯୁଗ ଜନ୍ମା ଉପେନ୍ଦ୍ର

1 min
249


ସାହିତ୍ୟ ଜଗତେ କେହି ନ ନେଇ ପାରିବେ ତୁମରି ସ୍ଥାନ

ଯୁଗ ଜନ୍ମା ଅଦ୍ଵିତୀୟ ଉପେନ୍ଦ୍ର କରି କି ପାରିବି ତୁମ ଗୁଣ ଗାନ

ତୁମ କବିତାରେ ଥିଲା ଭାବ ଭକ୍ତି ତତ୍ତ୍ଵ ଜ୍ଞାନ

ଜନ ମାନସେ କାଳ ଜୟୀ ହୋଇ 

ରହି ଅଛି ଚିର ଦିନ

ବୀଣା ପାଣୀଙ୍କ ଭକ୍ତ ହୋଇ ତୁମେ

ରଚିଲ ଅନେକ ଲେଖାମାନ

ବୈଦେହିସ ବିଳାସ ପରି କେତେ କାବ୍ୟ କବିତାକୁ ସାହିତ୍ୟରେ 

ଦେଇ ଅଛ ସ୍ଥାନ

କୁଲା ଗଡ଼ ରେ ଜନମ ହୋଇ ଭଞ୍ଜ 

ରାଜା ରୂପେ କରିଛ ଶାସନ

ମା ବ୍ୟାଘ୍ର ଦେବୀଙ୍କ ସାଧନା କରିଛ 

ହେ ଅମୃତ ସନ୍ତାନ 

ଏ ଭଞ୍ଜ ମାଟିର ପାଣି ପବନେ ଗଢ଼ା 

ଆମରି ଜୀବନ

କବିଙ୍କ ମଧ୍ୟେ ସମ୍ରାଟ ତୁମେ ମନ 

ମୋହି ନେଉ ତୁମରି ଭଜନ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational