STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୨

Children Inspirational

3  

ଓଡ଼ିଆ ଗଳ୍ପ ଓ କବିତା - ୨

Children Inspirational

ଯତନ କଲେ ରତନ ମିଳେ

ଯତନ କଲେ ରତନ ମିଳେ

1 min
13.7K


ଚାରାଟିଲଗାଇ ଯତନ କଲେ

ଚାରା ବଢ଼ିହୁଏ ବଡ଼

କଅଁଳ ପତର ଗୋଟିପରେ ଗୋଟି

ଅାସନ୍ତିଲଗାଇ ଭିଡ଼

ସବୁଜ ସୁନ୍ଦର ବେଶ,

ଗଛ ଧରିକୋଳେ ଫୁଲ, ଫଳ କେତେ

ଡାକେ ମୋ କୋଳକୁଅାସ।

ଜନମ କାଳରୁନିଜ ଶିଶୁଟିକୁ

ଯତନରେ ବଢ଼ାଇଲେ

ରତନଟେ ଗଢ଼ା ହୁଏ,

ହୀରା, ନୀଳା, ମୋତିନ ମିଳିଲେ ନାହିଁ

ତା’ ଠାରୁଅଧକି କିଏ?

ସବୁକାମ ଅାମ ଅାଦରେ କଲେ

ସଫଳତା ହାତେ ଥୁଅା

ଘାସ କଟା ଠାରୁଘୋଡ଼ା ଚଢ଼ା ଯାଏ

ମିଳେ ଖାଲିବାହା ବାହା

ରତନ ନୁହେଁତା’ ସରି,

ଭଲ ମଣିଷଟେ ହୋଇଲେ ଜୀବନେ

ସୁଖ ଶାନ୍ତିଦେବ ଭରି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children