ଯୋଗ୍ୟ
ଯୋଗ୍ୟ
ମୁଁ କେବେ କହି ନାହିଁ ତୁମେ ମୋର ଯୋଗ୍ୟ ନୁହେଁ
ପ୍ରେମକୁ ବୁଝିବା ଆଗରୁ ହିଁ ତୁମ ପ୍ରେମର ଦିୱାନି ହେଇଛି
ତୁମେ ପ୍ରତି ମୁହୁର୍ତରେ କହୁଛ ମୋର ଯୋଗ୍ୟ ନୁହେଁ ଯୋଉଟା ମୋ ପ୍ରେମକୁ କଳଙ୍କିତ କରୁଛି ।
ସହି ପାରୁନି ତୁମଠାରୁ ଶୁଣିଲେ better ମିଳିଯିବେ ତୁମଠାରୁ ,
ଯଦି better ହିଁ ମିଳିବାର ଥିଲା ତୁମେ ହିଁ କାହିଁକି ମିଳିଲ better ଜଣଙ୍କ କାହିଁକି ନୁହେଁ ।
ଡରରେ ତମକୁ I love you ବି କହୁ ନାହିଁ କାଳେ ଦୁରେଇ ଯିବ ବୋଲି,
କାରଣ I love you କହିବା ଯଦି ପ୍ରେମର ମାପକାଠି ହୁଏ କରିଦିଅ ତୁମ ହୃଦୟକୁ କାଗଜ ଆଉ ମୋ ରକ୍ତକୁ କାଳି ଲେଖିଚାଲିବି ସେ ତିନି ଟି ଶବ୍ଦ
I love you
ମୋର ଶେଷ ରକ୍ତ ବିନ୍ଦୁ ଥିବା ପର୍ଯ୍ୟନ୍ତ ।

