STORYMIRROR

Sangita Mishra Satapathy

Inspirational Children

3  

Sangita Mishra Satapathy

Inspirational Children

ଯୋଗ ଏକ ମନ୍ତ୍ର ହେଉ

ଯୋଗ ଏକ ମନ୍ତ୍ର ହେଉ

1 min
194


  ଯୋଗ ହିଁ କର୍ମ 

  ଯୋଗ  ହିଁ ଧର୍ମ 

  ଯୋଗ କର୍ମ କୁଶଳ

  ରଖେ ସୁସ୍ଥ ସବଳ।

  ଯୋଗ ବି ଜ୍ଞାନ

  ଯୋଗ ବି ଧ୍ଯାନ

  ଆରୋଗ୍ଯ ସାଧନ

  କର ଯୋଗ ପ୍ରାଣାୟାମ ।

  ନିୟମିତ ଯୋଗାଭ୍ଯାସ

  ମନେ ଭରେ ହରଷ

ଯୋଗ ସୁସ୍ଥ, ଶାନ୍ତି ମାଧ୍ୟମ

ଯୋଗ ଲାଗି ଭାରତ 

ବିଶ୍ୱେ ଆଜି ଗରୀୟାନ

ଯୋଗ ଏକ ମନ୍ତ୍ର ହେଉ

ସୁଖ ଶାନ୍ତି ବାର୍ତ୍ତା ଦେଉ

ସୁସ୍ଥତାର ଗାଥା ଗାଉ।

ଜୀବନ ବ୍ୟାପି ହେଉ ଯୋଗ ସାଧନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational