ଯୋଦ୍ଧା ମୁଁ
ଯୋଦ୍ଧା ମୁଁ


ଆତଙ୍କ ସୃଷ୍ଟି କରୁଅଛି
ଏ କରୋନା ମହାମାରୀ!
ଯୋଦ୍ଧା ମୁଁ ଭାରତୀୟ ନାରୀ
ଜୀବନ ଯୁଦ୍ଧେ ଯାଉଛି ବାହାରି
ମୁଁ ନିଶ୍ଚୟଂ ପାରିବି ମୋ
ପରିବାରକୁ ରକ୍ଷାକରି!!
ଦିଅ ମାସ୍କ ସାନିଟାଇଜର
ମୋ ହାତେ ଅସ୍ତ୍ର କରି!
ସାମାଜିକ ଦୂରତା ରକ୍ଷାକରି
ସମୂଳେ ବିନାଶ କରିବି ମୁଁ
ଏ କରୋନା ମହାମାରୀ!!
ମୁଁ ପାରିବି ନିଶ୍ଚୟଂ
ମୋ ଦେଶକୁ ରକ୍ଷାକରି!
ଯୋଦ୍ଧା ମୁଁ ଭାରତୀୟ ନାରୀ
ଯୋଦ୍ଧା ମୁଁ ଭାରତୀୟ ନାରୀ!!