STORYMIRROR

Priyashree Baula

Abstract

2  

Priyashree Baula

Abstract

ଯୋଡାଏ ଆଖି

ଯୋଡାଏ ଆଖି

1 min
89

ସତ୍ଯ ଆଉ ମିଥ୍ଯାର ସାକ୍ଷୀ

        ଯୋଡାଏ ଆଖି  । 

ସୁୁଖ ଆଉ ଦୁୁଃଖର ସାକ୍ଷୀ

       ଯୋଡାଏ  ଆଖି  । 

ଚକ୍ଷୁହୀନ ବ୍ୟକ୍ତି କାହୁଁ ବୁଝିବ

  ମହତ୍ତ୍ବ ସେ ଯୋଡାଏ ଆଖିର । 

ଦୁୁୁୁନିଆଟା ଲାଗେ ଅନ୍ଧକାର 

   ଯେବେ ଅନୁପସ୍ଥିତ ଯୋଡାଏ ଆଖିର । 

ଅନୁଭବ ହୁଏ ଖରା, ବର୍ଷାର

    ଯେବେ ଉପସ୍ଥିତ ଥାଏ ଯୋଡାଏ ଆଖିର । 

 ବେଳେବେଳେ ମନର ଭାଷାକୁ ପ୍ରକାଶ କରିବାର

  ମାଧ୍ଯମ ସାଜେ ଯୋଡାଏ ଆଖି  । 

ମନକୁ ବାଧିଲା ପରି

     କେହି କହିଲେ କିଛି

   ଲୁହ ଆସେ ସେହିିିିିଠାରୁ ।


Rate this content
Log in

Similar oriya poem from Abstract