STORYMIRROR

Sudhashree Bhattamisra

Tragedy

2  

Sudhashree Bhattamisra

Tragedy

ଯନ୍ତ୍ରଣା

ଯନ୍ତ୍ରଣା

1 min
77

ଅବ୍ୟକ୍ତ, ଯନ୍ତ୍ରଣାର, କାନଭାକସ

ଉପରେ, ତୁଳି, ନେଇଥିଲି

ରଙ୍ଗବି ନେଇଥିଲି

ହେଲେ, ଆଙ୍କି, ପାରିଲିନି

ଚିତ୍ର ଯନ୍ତ୍ରଣାର

କଲମ, ନେଲି

ଲଫାଫା, ନେଲି

ହେଲେ, ଲେଖିପାରିଲିନି

ଚିଠି ଯନ୍ତ୍ରଣାର

ତଥାପି ଇଛା ହୁଏ ଲେଖିବାକୁ

ଚିଠି ଯନ୍ତ୍ରଣାର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ତମେ

ତମେ

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଘୃଣା

ଘୃଣା

1 min ପଢ଼ନ୍ତୁ

ସର୍ତ

ସର୍ତ

1 min ପଢ଼ନ୍ତୁ

ଅନ୍ତ

ଅନ୍ତ

1 min ପଢ଼ନ୍ତୁ

ବାଜି

ବାଜି

1 min ପଢ଼ନ୍ତୁ

Similar oriya poem from Tragedy