STORYMIRROR

Abhinaba Pattniak

Tragedy

3  

Abhinaba Pattniak

Tragedy

ଯନ୍ତ୍ରଣା

ଯନ୍ତ୍ରଣା

1 min
149

ମିଳନ ପରେ ବିଦଗ୍ଧ ବିଚ୍ଛେଦ ଯନ୍ତ୍ରଣା

      ଶୁଖି ଯାଇଚି ମୋ ହୃଦେ କାମନା ।


ପ୍ରଶସ୍ତ ବେଳା ଭୂଇଁରେ ହଜେ ଭାବନା

       ଶବ୍ଦମାନେ ଉଡ଼ି ପଳାନ୍ତି କରି ଛଳନା ।


ରିକ୍ତ ଡାଏରୀରେ ମୁ ଯେ ଲେଖି ପାରେନା

       ମୁଁ ଏକ ଥୁଣ୍ଟା ବରଗଛଠୁଁ ହୀନ ତୋ ବିନା।


ପ୍ରିୟାରେ ସତ ମୁଁ କହୁଚି 

       ତୋ ବିନା ମତେ ଭଲ ଲାଗେନା ।


ସନେଟ ଲେଖିବି ତୋ ପାଇଁ

        ଚାଲି ଆ ପାଶେ କରନି ମନା ।


କାହିଁକି କେଜାଣି ଆଜି ବଢେ ଯନ୍ତ୍ରଣା

        ତତେ ନ ଦେଖିଲେ ମତେ ମରିବା ମନା ।


ଚାଲି ଆ ମୋ ହୃଦ ପସରା

          ତତେ ଦେଖି ସଂସାର ଛାଡ଼ିବି ପରା ।


ଶେଷ କଥା ମୋ ରଖିବୁ ତୁହି

          ମରିବା ପରେ ମୁଁ ତୁ କାନ୍ଦିବୁ ନାଇଁ ।


ତୋ'ର ବିଛେଦେ ମୋର ଯନ୍ତ୍ରଣା

          ଏଇ କଥା କେବଳ ତୋତେ ହିଁ ଜଣା ।      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy