Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chikun Panda

Abstract Tragedy Others

2  

Chikun Panda

Abstract Tragedy Others

ଯନ୍ତ୍ରଣା

ଯନ୍ତ୍ରଣା

1 min
172


ନଅ ମାସ ଦଶ ଦିନ ଗର୍ଭେ ରଖି

ଯମ ଯନ୍ତ୍ରଣା ସହି ଯିଏ ଜନମ ଦେଇଛି,

ସିଏ ପରା ମା ।

ନିଜ ପେଟରୁ କାଟି ଅଧା ଖାଇ

ଯିଏ ଆମ ପାଟି ରେ ଆହାର ଦେଇଛି

ସିଏ ପରା ମା ।

ଆମ ପାଇଁ ସିଏ ଅନେକ ଯନ୍ତ୍ରଣା ସହିଛି

ଏ ଦୁନିଆ ଆଗରେ ଯୁଝି ଯାଇଛି

ଆମ ମୁହଁ ରେ ଚେନାଏ ହସ ଟିକେ ପାଇଁ ।

ଯୁଗେ ଯୁଗେ ଏ ,ନାରୀ                    

ଯନ୍ତ୍ରଣା ର ମୂର୍ତ୍ତି ଟିଏ ପାଲଟି ଯାଇଛି,

କେବେ ଦେବକୀ ରୂପେ କଂସ ର ଯନ୍ତ୍ରଣା ସହି

ତ,ପୁଣି କେତେବେଳେ ଯଶୋଦା ରୂପେ

ନିଜ ଅନ୍ଧ ର, ଲଉଡ଼ି କୁ ହଜାଇ ।

ଯେବେ ଯନ୍ତ୍ରଣା ସୀମା ଅତିକ୍ରମ କରେ

ସେ ଦୂର୍ଗା ରୂପ ଧାରଣ କରେ

ପାପୀ ମାନଙ୍କ ସଂହାର ପାଇଁ ।



Rate this content
Log in

Similar oriya poem from Abstract