Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chikun Panda

Abstract

4  

Chikun Panda

Abstract

ଅହଙ୍କାରୀ ରାତି

ଅହଙ୍କାରୀ ରାତି

1 min
273


ଇଚ୍ଛା ହୁଏ ରାତି ର ଅହଙ୍କାର କୁ ଭାଙ୍ଗି 

ଜହ୍ନ କୁ ଆଞ୍ଜୁଳା ରେ ତୋଳି ନେବା ପାଇଁ

ଜହ୍ନ ର ମିଞ୍ଜି ମିଞ୍ଜି ଆଲୋକ ଶିଖା ରେ

ତୁ ନିଜ କୁ ରଜା ଭାବୁନା !

ଏବେ ଦେଖ୍ ଜହ୍ନ ବିନା ତୁ କେମିତି କିଟି କିଟି ଅନ୍ଧକାର 

ନିଜ ଛାଇ କି ବି ଦେଖି ପାରୁନା ।

ନିଜ ଅସ୍ତିତ୍ଵ କୁ ଉପଲବ୍ଧି କର୍

କେଡ଼େ ଅସହାୟ, କେଡ଼େ ନିରାଶ୍ରୟ

ତୁ ଶୋଇଯାଉ ନୀରବ ନିଦ୍ରା ରେ 

ଜହ୍ନ କୁ କରି ଜାଗ୍ରତ ପ୍ରହରୀ ।

ଯୋଛନା ଭିଜା ରାତି

ତନ୍ଦ୍ରା ର ରାଜୁତି 

ଜହ୍ନ ତୋର ସାଥୀ ।


Rate this content
Log in

Similar oriya poem from Abstract