STORYMIRROR

Chikun Panda

Romance Fantasy

2  

Chikun Panda

Romance Fantasy

ନଈ ସେପାରି କନକ ଗୋରୀ

ନଈ ସେପାରି କନକ ଗୋରୀ

1 min
52

ଯା ରେ ନାଉରୀ ନଉକା ନେଇ

ନଈ ସେପାରି ରେ କନକ ଗୋରୀ

ରହିଚି ରେ ତୋ ବାଟ ଚାହିଁ

ଅତି ସୁକୁମାରୀ ରଜା ଝିଅ ସିଏ

ପାଦ ରେ ନ ଲାଗଇ ଧୂଳି ବିନ୍ଦୁ ଟିଏ 

ଗହମ ଗୋରୀ ସେ ଭାରି ଚତୁରୀ

କଥା କଥା ରେ ମନ ନିଏ କିଣି 

କାଚ କେନ୍ଦୁ ପରି ପାଣି

ରାଜା ଝିଅ ଦିଏ ବେଣୀ ଛାଟି

ଚାହାଣି ରେ ଦିଏ ହାଣି 

ପରୀ ରାଇଜ ର ପରୀ ଟିଏ

ତୋ ପରି ଖୋଜେ ପୁଅ ଟିଏ

କରିବାକୁ ରାଜକୁମାର

ପାଛୋଟି ନବ ସେ ରାଜଉଆସ ।


Rate this content
Log in

Similar oriya poem from Romance