STORYMIRROR

Jena Dil Lip Kumar

Romance

3  

Jena Dil Lip Kumar

Romance

ଇତି

ଇତି

1 min
26.8K


ଇତି

ଇତି ସିନା ଲେଖା ହୁଏ

ଚିଠିର ଶେଷରେ,

ଇତି କେବେ ନାହିଁ 

ପ୍ରେମ ପୀରତିରେ ।

ଅଭିମାନି ପ୍ରିୟା

ବୁଝ ମୋତେ ଥରେ,

ପ୍ରୀତି ଲଗାଇଛି ପୁଣି

ନୂତନ ବେଳାରେ ।

ମମତା, ବନିତା, ଅନିତା

ଓ କବିତା ସାଥିରେ,

ସେଥିପାଇଁ ପ୍ରିୟେ ଭୁଲ୍ ବୁଝିବନି

ଉପାୟ ତ ନଥିଲା

ମୋହରି ପାଖରେ ।

*****


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Jena Dil Lip Kumar

ଦଶହରା

ଦଶହରା

1 min ପଢ଼ନ୍ତୁ

ଇତି

ଇତି

1 min ପଢ଼ନ୍ତୁ

Similar oriya poem from Romance