STORYMIRROR

Jena Dil Lip Kumar

Others

2  

Jena Dil Lip Kumar

Others

ଦଶହରା

ଦଶହରା

1 min
13.6K


ଶରତ ଆସିଲା

ଧରା ମହକିଲା

ମା ଦଶଭୁଜା ଦୁର୍ଗତି ନାସିନୀ

ପ୍ରକଟ ହୋଇଲେ ଆସି

ମହିଷାସୁର ମାନେ

ମଦ ପିଇ ପିଇ

ପୂଜା କରୁଛନ୍ତି ବସି

ସବୁ ଜାଣି ଶୁଣି

ଚୁପ କିପାଇଁ ମା

ଖାଲି ମୁରୁକି ଦଉଛ ହସି

ଧର୍ଷଣ କାରୀ ଗାଁ ଦାଣ୍ଡେ ବୁଲେ

ନିଶକୁ ଆଉଁସି ଆଉଁସି

କେଉଁ ଦିନ ମା ଦିଅଁ ରୁ ବାହାରି

ଏମାନଙ୍କୁ ଦବ ନାସି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Jena Dil Lip Kumar

ଦଶହରା

ଦଶହରା

1 min ପଢ଼ନ୍ତୁ

ଇତି

ଇତି

1 min ପଢ଼ନ୍ତୁ