STORYMIRROR

Sudhashree Bhattamisra

Abstract

4  

Sudhashree Bhattamisra

Abstract

ଯନ୍ତ୍ରଣା

ଯନ୍ତ୍ରଣା

1 min
238

ଯନ୍ତ୍ରଣା ର ଗରଳ ସବୁ ପିଇଦେଲା 
ପରେ ମୁଁ ସାଜି ପାରେନା ନୀଳକଣ୍ଠ 
ଛାତିରେ ମୋର କମ୍ପ ସୃଷ୍ଟି ହୁଏ 
ଏ ବିଷ ବିଶ୍ୱାସଘାତକତା ର 
ଏ ବିଷ ଜୀଵନ ଯନ୍ତ୍ରଣା ର 
ଏ ବିଷ ହୀନପ୍ରୟାସ ର 
ଏ ବିଷ ସ୍ୱପ୍ନକୁ ଉଜାଡ଼ିବାର 
ଜୀଵନ ର ଦ୍ୱାହି ଦେଇ 
ମୁଁ ସାଜି ପାରେନା ନୀଳକଣ୍ଠ 
ଛାତିରେ କମ୍ପ ସୃଷ୍ଟି ହୁଏ 
ଜୀଵନ ରେ ଯନ୍ତ୍ରଣା ଅନୁଭୂତ ହୁଏ 
ନୈରାଶ୍ୟର ବେଳା ପାଲଟିଯାଏ ଜୀଵନ 
ଇଚ୍ଛା ହୁଏ ଗାଇବାକୁ ଯନ୍ତ୍ରଣା ର ଗୀତ ଜୀଵନ ର 
ଇଚ୍ଛା ହୁଏ ଲେଖିବାକୁ ପୃଷ୍ଠା ପୃଷ୍ଠା କଥା 
ଜୀଵନ ର ଯାର ଅନ୍ତ ନଥାଏ...........


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଛଳନା

ଛଳନା

1 min ପଢ଼ନ୍ତୁ

ହୃଦୟ

ହୃଦୟ

1 min ପଢ଼ନ୍ତୁ

ବାଜି

ବାଜି

1 min ପଢ଼ନ୍ତୁ

ବାଜି

ବାଜି

1 min ପଢ଼ନ୍ତୁ

ଠିକଣା

ଠିକଣା

1 min ପଢ଼ନ୍ତୁ

ପଦ୍ମ

ପଦ୍ମ

1 min ପଢ଼ନ୍ତୁ

ମିଳନ

ମିଳନ

2 mins ପଢ଼ନ୍ତୁ

Similar oriya poem from Abstract