ଯନ୍ତ୍ରଣା ଜୀବନ
ଯନ୍ତ୍ରଣା ଜୀବନ
ଅଭିଶପ୍ତ ଏଇ
ଜୀବନ ଯୁଦ୍ଧରେ
ସୁଖ କରେ ଉପହାସ ,
ଦୁଃଖ ଯନ୍ତ୍ରଣାରେ
ପ୍ରଣୟ ରହୁଛି
ସବୁ କଥା ଇତିହାସ ।
ବିଶ୍ବାସ ହାରିଛି
ଧାର୍ଯ୍ୟ ପାଖରେ
ମନରେ ନାହିଁ ସାହାସ,
ମୋ ଜୀବନ
ରାସ୍ତାରେ ହାରି ମୁଁ
ଯାଇଛି ନିଜେ ମୁଁ ପରିହା
ସ ।
ସାଧା କାଗଜରେ
ମୁଁ କି କଳା ଲେଖନୀ
ଦାଗ ଜୀବନ ମୋର,
କାଳିମା ପରୟେ
ହୃଦୟେ ଲାଗିଛି
ଆଖିରୁ ଝରୁଛି ଅଶ୍ରୁ ଧାର ।
କେତେ ଆଉ
ଅବା ସହିବି ମୁଁ ଯନ୍ତ୍ରଣା
ସହିବାକୁ ଶକ୍ତି ନାହିଁ ,
ଦୁଃଖ ଭରା
ଏଇ ଜୀବନ ମୋହର
ଆଉ ବଞ୍ଚିବା ରହାନାହିଁ ।