STORYMIRROR

Sudhashree Bhattamisra

Abstract

4  

Sudhashree Bhattamisra

Abstract

ଯନ୍ତ୍ର

ଯନ୍ତ୍ର

1 min
344

ଯନ୍ତ୍ର ଜୀବନର ମନ୍ତ୍ର ଯେବେ ପଢେ 
ସବୁ ଲାଗେ ସ୍ୱତନ୍ତ୍ର.........
ନିଶ୍ୱାସ ଭଳି ବିଶ୍ୱାସ ଭାଙ୍ଗିଯାଏ 
ଭାଙ୍ଗିଯାଏ ସମ୍ପର୍କ 
ମୁଁ ପୁଣି ଭଙ୍ଗା ସମ୍ପର୍କକୁ ଯୋଡ଼େ.....
ଯନ୍ତ୍ର ଜୀବନଟା ସଞ୍ଜରୁ ସକାଳ 
ଅହରହ..........
ଜୀଵନ ଟା କିନ୍ତୁ ଯନ୍ତ୍ର ନୁହେଁ 
ଲାଗେ ଯନ୍ତ୍ରବତ....
ତ୍ରୁଟିହୀନ ଯନ୍ତ୍ର ଏକ ରୋବର୍ଟ 
ଯନ୍ତ୍ର ଭଳି ଯାନ୍ତ୍ରିକ ଜୀଵନ ଟା 
ଯେବେ ବ୍ୟସ୍ତ ବିବ୍ରତ 
ଜଂଜାଳ ଗ୍ରସ୍ତ ହୁଏ 
ସେ ବି ଚାହେଁ ଏକ ତ୍ରୁଟି ହୀନ 
ସୁଦ୍ଧଜୀବନ............


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ତମେ

ତମେ

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଘୃଣା

ଘୃଣା

1 min ପଢ଼ନ୍ତୁ

ସର୍ତ

ସର୍ତ

1 min ପଢ଼ନ୍ତୁ

ଅନ୍ତ

ଅନ୍ତ

1 min ପଢ଼ନ୍ତୁ

ବାଜି

ବାଜି

1 min ପଢ଼ନ୍ତୁ

Similar oriya poem from Abstract