Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Sahu

Tragedy Others

3  

Niranjan Sahu

Tragedy Others

ଯନ୍ତ୍ର ବ୍ୟବହାର କର ଖୁସିରେ

ଯନ୍ତ୍ର ବ୍ୟବହାର କର ଖୁସିରେ

1 min
176


ପିଲାର କ୍ଷୀରକୁ ଵୋପା ପିଇଦିଏ      

       ପିଲା ବଲ ବଲ ଚାହିଁଛି

ଵୋପା ମାଆ ଦୁହେଁ କଥା ହେଉଛନ୍ତି

          ପୁଅ ଛଟପଟ ହେଉଛି

ଇଏ କି ମୋବାଇଲି ହେଇଛି

      ଦୁର୍ଘଟଣା ଘଟି କିଏ ମରିଲାଣି

କିଏ ମେଡିକେଲେ ପଡିଛି ।


 ଇଏ ମୋବାଇଲ ଯୁଗ

ରାତି ପାହୁ ପାହୁ ମୁହଁ ନ ଧୋଉଣୁ

         ଲୋଡ଼ା ପଡ଼ିଯାଏ ଆଗ,,

ତାହାରି ଉପରେ ଆଙ୍ଗୁଠି ଘସନ୍ତି

       ଯେମିତି ମାଛକୁ ଜଗିଛି ବଗ ।


ଆଜିର ଯୁଗରେ ଲାଗିଅଛି ଭାଇ

        ମୋବାଇଲ ପାଇଁ ନାଟ

ଆବାଳ ବୃଦ୍ଧ ବନିତା ସମସ୍ତେ

        ହେଉଛନ୍ତି ଛଟପଟ ।


ସାରା ବିଶ୍ୱଟା ରହିଅଛି ଭାଇ

       ଆଜି ଆମ ହାତ ମୁଠାରେ

ଭଲ ଆଉ ମନ୍ଦ ଭରି ରହିଅଛି

        ମୋବାଇଲ ଯନ୍ତ୍ର ଭିତରେ ।


ଭଲ କାହାପାଇଁ ମନ୍ଦ କାହାପାଇଁ

           ନିର୍ଭର ନିଜଉପରେ

ଭଲ ଆପଣେଇ ମନ୍ଦକୁ ଦୁରେଇ

        ଯନ୍ତ୍ର ବ୍ୟବହାର କର ଖୁସିରେ ।


Rate this content
Log in

Similar oriya poem from Tragedy