Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Sahu

Inspirational

3  

Niranjan Sahu

Inspirational

ଯମରେ ଭେଟ ପାଇବୁ

ଯମରେ ଭେଟ ପାଇବୁ

1 min
244


ବୋଲବମ ଯିବା ଈଶ୍ୱର ପୁଜିବା    

ଜଳାଭିଷେକ କରିବା

ଭୋଳାନାଥଙ୍କର ଆଶୀର୍ବାଦ ପାଇ

ହସ ଖୁସିରେ ରହିବା,


ଗଞ୍ଜେଇ ଟାଣି କେବେ ଯିବାନାହିଁ

ଟ୍ରାଫିକ ନିୟମ ମାନିବା

ନାଲି ପାଣି ପିଇ ମତୁୱାଲ ହୋଇ

ବିପଦକୁ ନ ଡାକିବା


ବୋଲବମ ଅଟେ ଭକ୍ତିର ପ୍ରତୀକ

ମରମ କଥାକୁ ବୁଝିବା

ହିନ୍ଦୁ ଧର୍ମର ପ୍ରତୀକକୁ ଆମେ

ମାନ ସମ୍ମାନରେ ରଖିବା,


ଭୋଳାଶଙ୍କରଙ୍କ ଅପମାନ ଭଳି

ସ୍ଲୋ ଗାନ କିଛି ନ କରିବା

ଭକ୍ତି ବଳରେ ଶକ୍ତି ମିଳିଥାଏ

ଏ କଥା ମନେ ରଖିବା,


ଏକଥାକୁ ଯଦି ପାଳନ ନକରି

ଅଭଦ୍ର ଭଳିଆ ହୋଇବୁ

ମନେ ରଖିଥିବୁ ଆରେ ବାଇମନ

ଯମ ରେ ଭେଟ ପାଇବୁ......


Rate this content
Log in

Similar oriya poem from Inspirational