STORYMIRROR

Trushna Das

Inspirational

3  

Trushna Das

Inspirational

ଯୌବନର ଭୋକ

ଯୌବନର ଭୋକ

1 min
176

ଯୌବନର ଭୋକ

ଏ କେମିତି କା ଭୋକ

କରିଛି ସମାଜକୁ ଗ୍ରାସ

କଳୁଷିତ ହୋଇଛି ସଂସ୍କାର 

କ୍ଷତିଗ୍ରସ୍ତ ହୋଇଛି ସଭ୍ୟତା ଆମର। 


ଯୌବନର ଭୋକ 

ମେଣ୍ଟାଇବାକୁ ଯାଇ ପୁରୁଷ ଓ ସ୍ତ୍ରୀ ରଖିଛନ୍ତି ଅନୈତିକ ସମ୍ପର୍କ

ପୁରୁଷ ଓ ସ୍ତ୍ରୀ କରିଛନ୍ତି ନିଜ ମୁହ କଳା ପର ସହ ଅନୈତିକ ସମ୍ପର୍କ ରଖି 

କଳଙ୍କର ଚିହ୍ନ ସଂସ୍କାରରେ ଲଗେଇ। 


ଯୌବନର ଭୋକ 

ମେଣ୍ଟାଇବାକୁ ଯାଇ ଶୀକାର ହୋଇଛି

ଝିଅ ବାପଠାରୁ, ଭଉଣୀ ଭାଇ ଠାରୁ, ପ୍ରେମିକା ପ୍ରେମିକ ଠାରୁ, ସ୍ତ୍ରୀ ପରପୁରୁଷ ଠାରୁ

ଏ କେମିତି କା ଭୋକ 

ନୁଆଇଁଛି ସଂସ୍କୃତିର ବେକ।


ଯୌବନର ଭୋକ

ମେଣ୍ଟାଇବାକୁ ଯାଇ ପୁରୁଷ କରୁଛି 

ନାରୀର ରେପ୍

ପୁଣି ନାରୀ ସଂସ୍କାରର ବନ୍ଧ ଭାଙ୍ଗୁଛି

ରଖିଛି ଅନୈତିକ ସମ୍ପର୍କ 

ଏ କେମିତି କା ଭୋକ

କରୁଛି ସମାଜକୁ କଳୁଷିତ। 


ଯୌବନର ଭୋକ

ମେଣ୍ଟାଇ ପାରିବେ ପରୁଷ ଓ ନାରୀ ନିଜକୁ ସଞମରେ ରଖି

ନିଜକୁ ସଂସ୍କାରରେ ଓ ସଂସ୍କୃତି ଓ ପରମ୍ପରାରେ  ବାନ୍ଧି।


ହେ ପୁରୁଷ ଓ ନାରୀ ନିଜକୁ କରି ଆୟତ୍ତ

ଯୌବନ ଭୋକକୁ କର ଗ୍ରାସ

ଆଣ ସମାଜରେ ନୂତନ ଉଲ୍ଲାସ 

ବଜାଇ ରଖ ଆମ ସଂସ୍କାର, ସଂସ୍କୃତି ଓ ପରମ୍ପରାର ପରିଭାଷା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational